ସ୍ଥାନୀୟ ମଦ ବ୍ୟବସାୟୀ ସଂଗଠନ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୫ ଲକ୍ଷ ଟଙ୍କା ଦାନ କରାଯାଇଛି । କରୋନା ମୁକାମିଲା ପାଇଁ ମଦ ବ୍ୟବସାୟୀ ସଂଗଠନର ସଭାପତି ପ୍ରଭାତ ଦାଶ ଏବଂ ସହ ସଂପାଦକ ଆଶିଷ ପ୍ରତିହାରୀ ଭୁବନେଶ୍ୱର ଡିସିପିଙ୍କ ଜରିଆରେ ଏହି ଟଙ୍କା ଦାନ କରିଥିବା ଜଣାଯାଇଛି ।
Post Views: 897