ଭୁବନେଶ୍ବରରେ ଭିଣ୍ଟେଜ କାର୍ ମେଳା, ଓଡିଶା କନକର୍ସ ଡି ଏଲିଗାନସ-୨୦୨୩ କୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବରରେ ଭିଣ୍ଟେଜ କାର୍ ମେଳା । ଓଡିଶା କନକର୍ସ ଡି ଏଲିଗାନସ-୨୦୨୩ କୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବରମୁଣ୍ଡା ବିଜୁ ପଟ୍ଟନାୟକ ଖେଳ ପଡିଆରେ ୨ ଦିନ ଯାଏ ଚାଲିବ କାର୍ଯ୍ୟକ୍ରମ । ଭାରତବର୍ଷରୁ ସୁରକ୍ଷିତ ଭାବରେ ପୁନଃରୁଦ୍ଧାର ହୋଇଥିବା ୫୦ରୁ ଉର୍ଦ୍ଧ କାରକୁ ପ୍ରଦର୍ଶିତ କରାଯାଇଛି। ଏହା ମଧ୍ୟରେ ବେଞ୍ଜ, ଫୋର୍ଡ, ଫୋକ୍ସ ୱାଗନ, ରୋଲ୍ସ ରଏସ, ଜାଗୁଆର, ଏମ କେ ଭଳି ଅନେକ କାରକୁ ସ୍ଥାନ ପାଇଛି।

Spread the love