ରୋଟାରୀ କ୍ଲବ ପକ୍ଷରୁ ସୋଆ ପ୍ରତିଷ୍ଠାତାଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର: ସମାଜସେବା କ୍ଷେତ୍ରରେ ଉଚ୍ଚକୋଟୀର ସେବା ଓ ଅବଦାନ ନିମନ୍ତେ ସୋଆ ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କୁ ରୋଟାରୀ କ୍ଲବ ଖାରବେଳ, କଳିଙ୍ଗନଗର ପକ୍ଷରୁ  ସମ୍ବର୍ଦ୍ଧିତ କରାଯାଇଥିଲା।

Spread the love