କଂଗ୍ରେସର ୧୦ ସମ୍ଭାବ୍ୟ ସାଂସଦ ପ୍ରାଥୀ…

୨୦୧୯ ପାଇଁ କଂଗ୍ରେସ ୧୦ ଜଣ ପ୍ରାଥୀ ତାଲିକା ଚୂଡାନ୍ତ କରିଛି ।  ସ୍କ୍ରିନିଂ କମିଟିର ଶେଷ ଦିନରେ ଏହି ପ୍ରାଥୀ ତାଲିକା ଦଳ ଚୂଡାନ୍ତ କରିଛି ।
୧. ବାଲେଶ୍ୱର – ନବଜ୍ୟୋତି ପଟ୍ଟନାୟକ
୨. ସମ୍ବଲପୁର – ଅମର ପ୍ରଧାନ
୩. ନବରଙ୍ଗପୁର – ପ୍ରଦୀପ ମାଝୀ
୪. ଭଦ୍ରକ – ସଂଗ୍ରାମ ଜେନା
୫. ଜଗତସିଂହପୁର – ବିଭୂପ୍ରସାଦ ତରାଇ
୬. ପୁରୀ – ସୁଚରିତା ମହାନ୍ତି
୭. କଟକ – ପଞ୍ଚାନନ କାନୁନଗୋ
୮. ଭୁବନେଶ୍ୱର – ଜନାର୍ଦନ ପତି
୯. କଳାହାଣ୍ଡି – ଭକ୍ତ ଦାସ
୧୦. ଯାଜପୁର – ଆଲୋକ ବେହେରା
କଂଗ୍ରେସର ଚୂଡାନ୍ତ ହୋଇଥିବା ସମ୍ଭାବ୍ୟ ୧୦ଟି ଲୋକସଭାର ପ୍ରାଥୀ ତାଲିକା ।

Spread the love