ସମାଜ ସେବୀ ନଳିନୀ କାନ୍ତି ଓ ମାନଶୀ ଶତପଥୀଙ୍କ ଦ୍ୱାରା ଖାଦ୍ୟ ସାମଗ୍ରୀ ବଣ୍ଟନ

 କରୋନା ମୁକାବିଲା କ୍ଷେତ୍ରରେ ଓଡିଶା ବୁଶ୍ୱର ରୋଲ ମଡେଲ ଭାବେ ଉଭା ହେଇଚି। ମହାମାରୀ ହେଉ କିମ୍ବା ପ୍ରାକୃତିକ ଦୁର୍ବିପାକ ଏହାକୁ ମୁକାବିଲା କରିବା ପାଇଁ ଓଡିଶା ସରକାର ସବୁବେଳେ ସକ୍ଷମ ହୋଇଛନ୍ତି।
ସଠିକ ସମୟରେ ଉଚିତ ପଦକ୍ଷେପ ନେବାରେ ଓଡିଶା ସରକାର ଅନ୍ୟ ରାଜ୍ୟ ପାଇଁ ଉଦାହରଣ ସାଜିଛନ୍ତି।
ବର୍ତମାନ କରୋନା ସାରା ବିଶ୍ୱ ପାଇଁ ବିପଦ ଆଣିଦେଇଥିବା ବେଳେ ଏହାର ସଠିକ ମୁକାବିଲା ପାଇଁ ଜାତୀୟ ଗଣମାଧ୍ୟମ ଓଡିଶା ସରକାର ବେଶ ପ୍ରଶଂସିତ ହୋଇଥିଲେ। ତାମିଲନାଡୁର ପ୍ରସିଦ୍ଧ କିଶୋର ମାଗାଜିନ୍ “ଜୁନିୟର ବିକଟନ” ତାର ଚଳିତ ସଂଖ୍ୟା (୧୨ ଏପ୍ରିଲ୍)ର କଭର୍ ପୃଷ୍ଠାରେ ନବୀନ ପଟ୍ଟନାୟକ ଶଙ୍ଖ ଫୁଙ୍କୁଥିବା ଫଟୋ ପ୍ରକାଶ ପାଇଛି । କ୍ୟାପସନ୍ ଦିଆଯାଇଛି- କରୋନା ଲଢ଼େଇ, ଓଡ଼ିଶା ହେଉଛି ବିଶ୍ୱରେ ରୋଲ୍ ମଡେଲ୍ । କରୋ ନା ମୁକାବିଲା ପାଇଁ ରାଜ୍ୟ ସରକାର ନେଇଥିବା ଆଗୁଆ ପଦକ୍ଷେପ ବେଶ ପ୍ରଯୋଯ୍ୟ। ରାଜ୍ୟର ବିଭିନ୍ନ ଜିଲ୍ଲାରେ kovid ହସ୍ପିଟାଲ ସହ, ଲକ୍ଷଣ ଥିଲେ ୧୦୪ namber କୁ ଫୋନ କରିବାକୁ ପରାମର୍ଶ ଦିଆଯାଇଛି ହେଲେ ଓଡିଶା ସରକାରଙ୍କ ସଫଳତା ପଛରେ ରହିଛନ୍ତି କିଛି ଅଣଓଡ଼ିଆ ଆଇଏଏସ ଅଫିସର।
ଘରେ ରୁହନ୍ତୁ କୋରାନ ଭାଇରସ ସହିତ ମୁକାବିଲା କରିବା ପାଇଁ ଅନ୍ୟ ମାନଙ୍କୁ ମହାମାରୀ କୋରାନ ଭାଇରସରୁ ବଞ୍ଚନ୍ତୁ। ସାରା ଓଡିଶାରେ ଦୋକାନ ସବୁ ବନ୍ଦ ହୋଇଥିଲା ବେଳେ ଯେଉଁ ମାନଙ୍କ ପାଖରେ BPL ଓ ରେସନ କାର୍ଡ ସେମାନେ ସୁବିଧାରେ ଖୁସିରେ ସରକାରୀ ଅନୁଦାନ ପାଉଛନ୍ତି, କିନ୍ତୁ ସରକାରୀ ନିୟମ ଅନୁସାରେ ମୁକାବିଲା ଲାଗି 21 ଦିନ ଲକ ଡlଉନୁ ବଦଳାଇ 30 ଏପ୍ରିଲ ପଯ୍ୟନ୍ତ ହୋଇଥିଲା, ଏ ଅସମୟରେ ରାଜଧାନୀରେ ହାତ ବଢ଼ାଇ ନିଜସ୍ୱ ଜମା ରାଶିରୁ କିଛି ଘରୋଇ ସାମଗ୍ରୀ ଦେଇଥିଲେ ଯୁବ ସମାଜ ସେବୀ ‌ନଳିନୀକାନ୍ତ ମହାନ୍ତି ଏବଂ ମାନସୀ ଶତପଥୀଙ୍କ ମିଳିତ ସହଯୋଗରେ ସରକାରଙ୍କ ଯୋଜନାରୁ ବଞ୍ଚିତ ଥିବା ହାଇଟେକ୍ ବସ୍ତି 40 ଘରର ବାସିନ୍ଦାଙ୍କୁ ଚାଉଳ, ଡାଲି, ପିଆଜ, ଆଳୁ, ତେଲ, ମସଲା, ଦିଆସିଲିର, ସାନିଟାରୀ ଓ ପିନ୍ଦିବାକୁ ମାକ୍ସର ବନ୍ଦୋବସ୍ତ କରାଯାଇଛି।

Spread the love