ରାଜ୍ୟରେ ୪୩ ନୂଆ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ଆଉ ୪୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଜନ୍ମରୁ ୧୮ ବର୍ଷ ମଧ୍ୟରେ ୧୩,ସଙ୍ଗରୋଧରୁ ୨୬,ସ୍ଥାନୀୟ ୧୭। ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨,୮୭,୪୨୧କୁ ବୃଦ୍ଧି ପାଇଛି। ମୋଟ ୧୨,୭୭,୮୧୯ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୪୩୧ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।ବାଲେଶ୍ଵରରୁ ୩,ବଲାଙ୍ଗୀର ୧,ବୈଦ୍ଧ ୨,କଟକ ୧,ଗଜପତି ୬,ଗଞ୍ଜାମ ୨ ଓ ଯାଜପୁର ୩।

Spread the love