ରାଜ୍ୟ ପାଇଁ ଆଉ ଏକ ଆଶ୍ୱସ୍ତି ଖବର । ରାଜ୍ୟରେ ଆଉ ୩୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଡିସଚାର୍ଜ ହୋଇଥିବା ଜଣାପଡିଛି । ଏମାନେ ସମସ୍ତେ ଯାଜପୁର ଜିଲ୍ଲାର ବୋଲି ସୂଚନା ମିଳିଛି । ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହାକୁ ମିଶାଇ ମୋଟ ରାଜ୍ୟରେ ସୁସ୍ଥ ହେଲେ ୧୧୬ କରୋନା ଆକ୍ରାନ୍ତ ।
Post Views: 102