ଆଜି ରାଜଧାନୀରୁ ବାହାରିଲେ ୧୭

ଆଜି ଭୁବନେଶ୍ୱର ସହରରେ ୧୭ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି ୧୭ଟି ମାମଲାରୁ ୧୪ ହୋମ୍ କ୍ୱାରେଣ୍ଟାଇନ, ୩ ଲୋକାଲ୍ କଣ୍ଟାଣ୍ଟ କେସ୍ ବୋଲି ଜଣାପଡ଼ିଛି। ୩ ଲୋକାଲ କଣ୍ଟା କେସ୍‌ରୁ  ୨ ପୁରୁଷ ଏବଂ ଜଣେ ମହିଳା ବୋଲି ଜଣାପଡ଼ିଛି। ଚିହ୍ନଟ ୧୭ ପଜିଟିଭରୁ ୭ ରେଲେୱେ ଅଧିକାରୀ ହୋଇଥିବା ବେଳେ ବୟସ ୩୧ରୁ ୪୦ ବର୍ଷ ମଧ୍ୟରେ ରହିଛି। ସମସ୍ତ ଆକ୍ରାନ୍ତ ପୁରୁଷ ଏବଂ ସମସ୍ତେ ଦିଲ୍ଲୀରୁ ଫେରିଥିଲେ। ସେହିପରି ଭୀମପୁରରୁ ଜଣେ ପୁରୁଷ ଓ ମହିଳା, ଡୁମଡୁମାରୁ ଜଣେ ପୁରୁଷ, ନୟାମପଲ୍ଲୀରୁ ଜଣେ ମହିଳା ଜଣେ ପୁରୁଷ, ଜଣେ ନହରକଣ୍ଟା, ଜଣେ ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟ ହସପିଟାଲ ଏବଂ ଜୟଦେବ ବିହାରରୁ ଜଣେ ପଜିଟିଭ ଚିହ୍ନଟ ହୋଇଛନ୍ତି।

Spread the love