ଅଡ଼ଶପୁର ହସ୍ପିଟାଲରେ ୭ କରୋନା ଆକ୍ରାନ୍ତ ଚିହ୍ନଟ

ଅଡ଼ଶପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୭ ଜଣ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି। ସୂଚନା ମୁତାବକ ୩ଜଣ ମହିଳା ସ୍ୱାସ୍ଥ୍ୟକର୍ମୀ, ଜନସ୍ୱାସ୍ଥ୍ୟ ଅଧିକାରୀ ଓ ୩ କର୍ମଚାରୀ କରୋନାରେ ସଂକ୍ରମିତ ଥିବା ଜଣା ପଡ଼ିଛନ୍ତି । ତେଣୁ ପ୍ରଶାସନ ପକ୍ଷରୁ ୭୨ ଘଣ୍ଟା ପାଇଁ ଅଡଶପୁର ଅଞ୍ଚଳକୁ ସଟ ଡାଉନ୍ କରାଯାଇଛି।

Spread the love