ପଢନ୍ତୁ କେଉଁ ରାଜ୍ୟରେ କେତେ କରୋନା ପଜିଟିଭ ଓ କେତେ ସୁସ୍ଥ

ନୂଆଦିଲ୍ଲୀ: ମେ ୨୩ ତାରିଖ ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୧୨୫୧୦୧ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୫୧୭୮୩ ଜଣ ସୁସ୍ଥ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଯାତ୍ରା କରିଛନ୍ତି । ବାକି ୩୭୨୦ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ।

ମୃତବ୍ୟକ୍ତି : ଆନ୍ଧ୍ରପ୍ରଦେଶରେ ୫୫ ଜଣ, ଆସାମରେ ୪ ଜଣ, ବିହାରରେ ୧୧ ଜଣ, ଚଣ୍ଡିଗଡ଼ରେ ୩ ଜଣ, ଦିଲ୍ଲୀରେ ୨୦୮ ଜଣ, ଗୁଜରାଟରେ ୮୦୨ ଜଣ, ହରିୟାଣାରେ ୧୬ ଜଣ, ହିମାଚଳ ପ୍ରଦେଶରେ ୩ ଜଣ, ଜମ୍ମୁ ଓ କଶ୍ମୀରରେ ୨୦ ଜଣ, ଝାଡ଼ଖଣ୍ଡରେ ୩ ଜଣ, କର୍ଣ୍ଣାଟକରେ ୪୧ ଜଣ, କେରଳରେ ୪ ଜଣ, ମଧ୍ୟପ୍ରଦେଶରେ ୨୭୨ ଜଣ, ମହାରାଷ୍ଟ୍ରରେ ୧୫୧୭ ଜଣ, ମେଘାଳୟରେ ୧ ଜଣ, ଓଡ଼ିଶାରେ ୭ ଜଣ, ପଞ୍ଜାବରେ ୩୯ ଜଣ, ରାଜସ୍ଥାନରେ ୧୫୩ ଜଣ, ତାମିଲନାଡୁରେ ୯୮ ଜଣ, ତେଲେଙ୍ଗାନାରେ ୪୫ ଜଣ, ଉତ୍ତରାଖଣ୍ଡରେ ୧ ଜଣ, ଉତ୍ତରପ୍ରଦେଶରେ ୧୫୨ ଜଣ ଏବଂ ପଶ୍ଚମବଙ୍ଗରେ ୨୬୫ ଜଣ।

 ଆକ୍ରାନ୍ତଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ (୩୩), ଆନ୍ଧ୍ରପ୍ରଦେଶ (୨୭୦୯), ଅରୁଣାଚଳ ପ୍ରଦେଶ (୧), ଆସାମ (୨୫୯), ବିହାର (୨୧୭୭), ଚଣ୍ଡିଗଡ଼ (୨୧୮), ଛତିଶଗଡ଼ (୧୭୨), ଦାଦର ନଗର ହାୱେଲି ୧ ଜଣ, ଦିଲ୍ଲୀ (୧୨୩୧୯), ଗୋଆ (୫୪), ଗୁଜରାଟ (୧୩୨୬୮), ହରିୟାଣା (୧୦୬୭), ହିମାଚଳ ପ୍ରଦେଶ (୧୬୮), ଜମ୍ମୁ ଓ କଶ୍ମୀର (୧୪୮୯), ଝାଡ଼ଖଣ୍ଡ (୩୦୮) କର୍ଣ୍ଣାଟକ (୧୭୪୩), କେରଳ (୭୩୨), ଲଦାଖ (୪୪), ମଧ୍ୟପ୍ରଦେଶ (୬୧୭୦), ମହାରାଷ୍ଟ୍ର (୪୪୫୮୨), ମଣିପୁର (୨୬), ମେଘାଳୟ (୧୪), ମିଜୋରାମ (୧), ଓଡ଼ିଶା (୧୧୮୯), ପୁଦ୍ଦୁଚେରୀ (୨୬), ପଞ୍ଜାବ (୨୦୨୯), ରାଜସ୍ଥାନ (୬୪୯୪), ତାମିଲନାଡୁ (୧୪୭୫୩), ତେଲେଙ୍ଗାନା (୧୭୬୧), ତ୍ରିପୁରା (୧୭୫), ଉତ୍ତରାଖଣ୍ଡ (୧୫୩), ଉତ୍ତରପ୍ରଦେଶ (୫୭୩୫) ଓ ପଶ୍ଚିମବଙ୍ଗ (୩୩୩୨) ।

ସ୍ୱାସ୍ଥ୍ୟମନ୍ତ୍ରାଳୟରୁ ପ୍ରାପ୍ତ ତଥ୍ୟ ଅନୁସାରେ ଆକ୍ରାନ୍ତଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ (୩୩), ଆନ୍ଧ୍ରପ୍ରଦେଶ (୨୭୦୯), ଅରୁଣାଚଳ ପ୍ରଦେଶ (୧), ଆସାମ (୨୫୯), ବିହାର (୨୧୭୭), ଚଣ୍ଡିଗଡ଼ (୨୧୮), ଛତିଶଗଡ଼ (୧୭୨), ଦାଦର ନଗର ହାୱେଲି ୧ ଜଣ, ଦିଲ୍ଲୀ (୧୨୩୧୯), ଗୋଆ (୫୪), ଗୁଜରାଟ (୧୩୨୬୮), ହରିୟାଣା (୧୦୬୭), ହିମାଚଳ ପ୍ରଦେଶ (୧୬୮), ଜମ୍ମୁ ଓ କଶ୍ମୀର (୧୪୮୯), ଝାଡ଼ଖଣ୍ଡ (୩୦୮) କର୍ଣ୍ଣାଟକ (୧୭୪୩), କେରଳ (୭୩୨), ଲଦାଖ (୪୪), ମଧ୍ୟପ୍ରଦେଶ (୬୧୭୦), ମହାରାଷ୍ଟ୍ର (୪୪୫୮୨), ମଣିପୁର (୨୬), ମେଘାଳୟ (୧୪), ମିଜୋରାମ (୧), ଓଡ଼ିଶା (୧୧୮୯), ପୁଦ୍ଦୁଚେରୀ (୨୬), ପଞ୍ଜାବ (୨୦୨୯), ରାଜସ୍ଥାନ (୬୪୯୪), ତାମିଲନାଡୁ (୧୪୭୫୩), ତେଲେଙ୍ଗାନା (୧୭୬୧), ତ୍ରିପୁରା (୧୭୫), ଉତ୍ତରାଖଣ୍ଡ (୧୫୩), ଉତ୍ତରପ୍ରଦେଶ (୫୭୩୫) ଓ ପଶ୍ଚିମବଙ୍ଗ (୩୩୩୨) ।

ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ (୩୩), ଆନ୍ଧ୍ରପ୍ରଦେଶ (୧୭୬୩), ଅରୁଣାଚଳ ପ୍ରଦେଶ (୧), ଆସାମ (୫୪), ବିହାର (୬୨୯), ଚଣ୍ଡିଗଡ଼ (୧୭୮), ଛତିଶଗଡ଼ (୬୨), ଦିଲ୍ଲୀ (୫୮୯୭), ଗୋଆ (୧୬), ଗୁଜରାଟ (୫୮୦୮), ହରିୟାଣା (୭୦୬), ହିମାଚଳ ପ୍ରଦେଶ (୫୯), ଜମ୍ମୁ ଓ କଶ୍ମୀର (୭୨୦), ଝାଡ଼ଖଣ୍ଡ (୧୩୬), କର୍ଣ୍ଣାଟକ (୫୯୭), କେରଳ (୫୧୨), ଲଦାଖ (୪୩), ମଧ୍ୟପ୍ରଦେଶ (୩୦୮୯), ମହାରାଷ୍ଟ୍ର (୧୨୫୮୩), ମଣିପୁର (୨), ମେଘାଳୟ (୧୨), ମିଜୋରାମ (୧) ଓଡ଼ିଶା (୪୩୬), ପୁଦ୍ଦୁଚେରୀ (୧୦), ପଞ୍ଜାବ (୧୮୪୭), ରାଜସ୍ଥାନ (୩୬୮୦), ତାମିଲନାଡୁ (୭୧୨୮), ତେଲେଙ୍ଗାନା (୧୦୪୩), ତ୍ରିପୁରା (୧୫୨), ଉତ୍ତରାଖଣ୍ଡ (୫୬), ଉତ୍ତରପ୍ରଦେଶ (୩୨୩୮) ଓ ପଶ୍ଚିମବଙ୍ଗ (୧୨୨୧) ।

ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ (୩୩), ଆନ୍ଧ୍ରପ୍ରଦେଶ (୧୭୬୩), ଅରୁଣାଚଳ ପ୍ରଦେଶ (୧), ଆସାମ (୫୪), ବିହାର (୬୨୯), ଚଣ୍ଡିଗଡ଼ (୧୭୮), ଛତିଶଗଡ଼ (୬୨), ଦିଲ୍ଲୀ (୫୮୯୭), ଗୋଆ (୧୬), ଗୁଜରାଟ (୫୮୦୮), ହରିୟାଣା (୭୦୬), ହିମାଚଳ ପ୍ରଦେଶ (୫୯), ଜମ୍ମୁ ଓ କଶ୍ମୀର (୭୨୦), ଝାଡ଼ଖଣ୍ଡ (୧୩୬), କର୍ଣ୍ଣାଟକ (୫୯୭), କେରଳ (୫୧୨), ଲଦାଖ (୪୩), ମଧ୍ୟପ୍ରଦେଶ (୩୦୮୯), ମହାରାଷ୍ଟ୍ର (୧୨୫୮୩), ମଣିପୁର (୨), ମେଘାଳୟ (୧୨), ମିଜୋରାମ (୧) ଓଡ଼ିଶା (୪୩୬), ପୁଦ୍ଦୁଚେରୀ (୧୦), ପଞ୍ଜାବ (୧୮୪୭), ରାଜସ୍ଥାନ (୩୬୮୦), ତାମିଲନାଡୁ (୭୧୨୮), ତେଲେଙ୍ଗାନା (୧୦୪୩), ତ୍ରିପୁରା (୧୫୨), ଉତ୍ତରାଖଣ୍ଡ (୫୬), ଉତ୍ତରପ୍ରଦେଶ (୩୨୩୮) ଓ ପଶ୍ଚିମବଙ୍ଗ (୧୨୨୧) ।

Spread the love