ରାଜ୍ୟରେ ୯ କରୋନା : ଭୁବନେଶ୍ୱର ବମୀଖାଲ ଅଂଚଳରୁ ଆଉ ୩ ପଜିଟିଭ

 ଭୁବନେଶ୍ୱର, ୩/୦୪: ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୧୧୩ ଜଣଙ୍କ ନମୂନା ପରୀକ୍ଷା କରାଯାଇଥିଲା ବେଳେ ସେଥିରେ ପଜେଟିଭଙ୍କ ସଂଖ୍ୟା ୯ରେ ପହଂଚିଛ। ଆଜି ଗୋଟିଏ ଦିନରେ ୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯେକୌଣସି ସ୍ୱାସ୍ଥ୍ୟ ସମ୍ପର୍କିତ ସହାୟତା ପାଇଁ ୧୦୪ ହେଲ୍ପଲାଇନ ନମ୍ବରରେ ଯୋଗାଯୋଗ କରନ୍ତୁ। ସୂଚନାଯୋଗ୍ୟ, ଏଥି ମଧ୍ୟରୁ ୨ ଜଣ ସୁସ୍ଥ ହୋଇଛନ୍ତି।

Spread the love