ଭୁବନେଶ୍ୱରର ଏକ ଆପାର୍ଟମେଣ୍ଟରେ ଦମ୍ପତିଙ୍କ ଆତ୍ମହତ୍ୟା ଉଦ୍ୟମ: ସ୍ତ୍ରୀର ମୃତ, ସ୍ୱାମୀ ଗୁରୁତର

ଭୁବନେଶ୍ୱର ଲକ୍ଷ୍ମୀସାଗରରେ ଚାଞ୍ଚଲ୍ୟ। ଆପାର୍ଟମେଣ୍ଟରେ ଦମ୍ପତିଙ୍କ ଆତ୍ମହତ୍ୟା ଉଦ୍ୟମ। ସ୍ତ୍ରୀର ମୃତ୍ୟୁ ହୋଇଥିବା ବେଳେ ସ୍ୱାମୀର ଅବସ୍ଥା ଗମ୍ଭୀର ରହିଛି। ସିଦ୍ଧିବିନାୟକ ଆପାର୍ଟମେଣ୍ଟରେ ଘଟିଛି ଅଘଟଣ। ପୁଅଝିଅ ସ୍କୁଲ ଯାଇଥିବା ବେଳେ ଫ୍ୟାନରେ ଓଢଣୀ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ତେବେ କେଉଁ କାରଣରୁ ଏଭଳି ଚରମ ପଦକ୍ଷେପ ଉଠାଇଛନ୍ତି ତାହା ଜଣାପଡ଼ିନାହିଁ।

Spread the love