କର୍ଣ୍ଣାଟକରେ କଡାକଡି ହେଲା କୋଭିଡ କଟକଣା: ମାସ୍କ ବାଧ୍ୟତାମୂଳକ

କର୍ଣ୍ଣାଟକରେ କଡାକଡି ହେଲା କୋଭିଡ କଟକଣା । ମାସ୍କ ବାଧ୍ୟତାମୂଳକ କଲେ କର୍ଣ୍ଣାଟକ ସରକାର । ସ୍କୁଲ, କଲେଜ, ସିନେମା ହଲରେ ମାସ୍କ ବାଧ୍ୟତାମୂଳକ । ରାତି ଗୋଟାଏ ପୂର୍ବରୁ ସରିବ ଜିରୋ ନାଇଟ ସେଲିବ୍ରେସନ । ପବ୍, ରେଷ୍ଟୁରାଣ୍ଟ, ବାର ରାତି ଗୋଟାଏ ପୂର୍ବରୁ ବନ୍ଦ ହେବ । ଆତଙ୍କିତ ହୁଅନ୍ତୁ ନାହିଁ କହିଲେ କର୍ଣ୍ଣାଟକ ସରକାର ।

Spread the love