କୋଭିଡ୍ ଟିକାକୁ ନେଇ ଅଯଥା ଆତଙ୍କ ସୃଷ୍ଟି କରନ୍ତୁ ରାଜ୍ୟ ସରକାର: ସତ୍ୟବ୍ରତ

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଢ ନିଷ୍ପତି ଓ ତ୍ୱରିତ ହୋଇଛନ୍ତି । ବିଶେଷ ଭାବେ ଟିକା ପ୍ରସ୍ତୁତ ରାଷ୍ଟ୍ରମାନଙ୍କଠାରେ ପ୍ରଶଂସିତ ହେବା ସହ ସେମାନଙ୍କ ଆବଶ୍ୟକତାକୁ ଯଥା ସମ୍ଭବ ପୁରଣ କରିବାରେ ଲାଗି ପଡିଛି । ଭାରତରେ ବିଶ୍ୱ ଇତିହାସର ସର୍ବବୃହତ ଟିକା ପ୍ରଦାନ କାର୍ଯ୍ୟକ୍ରମ ଚାଲିଛି ।ଯୁଗାନ୍ତକାରୀ ପଦକ୍ଷେପକୁ ସମର୍ଥନ କରିବା ପରିବର୍ତେ ଟିକା ଅଭାବର ଯେଉଁ ଅଯଥା ଆତଙ୍କ ରାଜ୍ୟ ସରକାର ସୃଷ୍ଟି ତାହା ଆଦୈା ଗ୍ରହଣୀୟ ନୁହେଁ ବୋଲି ରାଜ୍ୟ ମୁଖପାତ୍ର ସତ୍ୟବ୍ରତ ପଣ୍ଡା କହିଛନ୍ତି । ବର୍ତମାନ ମାସିକ ୭ କୋଟି ଟିକା ଉତ୍ପାଦନ ଭାରତ ବାୟୋଟେକ, ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ସମେତ ଆଉ ୩ଟି ରାଷ୍ଟ୍ରାୟତ ଟିକା ଉତ୍ପାଦନ ପ୍ରକ୍ରିୟାରେ ସାମିଲ କରାଯାଇଛି । ହାଇଦ୍ରାବାଦର ଇଣ୍ଡିଆନ ଇମ୍ୟୁନଲୋଜିକାଲ ଲିମିଟେଡ ଓ ବୁଲନ୍ଦସହର ସ୍ଥିତ ଭାରତ ଇମ୍ୟୁନଲୋଜିକାଲ୍ସ ଆଣ୍ଡ ବାୟୋଲଜିକାଲ
ଲିମିଟେଡ । ଟିକା ଖରିଦ ପାଇଁ ଅଗ୍ରୀମ ହିସାବରେ
ବାୟୋଟେକକୁ ୧୫୦୦ କୋଟି ଟଙ୍କା ବର୍ତମାନ ମାସିକ ୧ କୋଟି ମାତ୍ର ଟିକା ଉତ୍ପା ଓ ସେପ୍ଟେମ୍ବର ସୁଦ୍ଧା ୧୦ କୋଟି ମାତ୍ରାକୁ ବୃଦ୍ଧି କରିବା ପାଇଁ ସମସ୍ତ ସରକାରୀ ପ୍ରୋତ୍ସାହନ ଯୋଗାଇ କର୍ଣ୍ଣାଟକର ମାଲୁର ଓ ଗୁଜୁରାଟର ଅଙ୍କଲେଶ୍ୱରରେ ଥିବା ଭିତିଭୁମି ଉପେଯାଗ କରାଯିବ । ଗତ ମାର୍ଚ୍ଚ ୧୭ ତାରିଖରେ ଗଠିତ ଆନ୍ତଃବିଭାଗୀୟ ପ୍ୟାନେଲର ଅନୁମୋଦନକ୍ରମେ ଏହି ଅଧିକ ମଜବୁତ କରିବା ପାଇଁ ତାମିଲନାଡୁର ଚେଙ୍ଗାଲପାଟୁସ୍ଥିତ ଇଂଟି ମଧ୍ୟ ନିଷ୍ପତି ନିଆଯାଇଛି ବୋଲି ଶ୍ରୀ ପଣ୍ଡା ସୁଚନା ନେଇ ଅଯଥା ଆତଙ୍କ ସୃଷ୍ଟି ନକରନ୍ତୁ ରାଜ୍ୟ ସରକାର ସତ୍ୟବ୍ରତ ପଣ୍ଡା ଆସନ୍ତା ମେ ୧ ତାରିଖରୁ ୧୮ ବର୍ଷରୁ ଉର୍ଦ୍ଧ୍ୱ ସମସ୍ତ ଭାରତୀୟଙ୍କୁ କୋଭିଡ୍ ଟିକା ପ୍ରନର ୫୦ ପ୍ରତିଶତ ରାଜ୍ୟ ଓ ଖୋଲା ବଜାରରେ ବିକ୍ରୟ ପାଇଁ ବ୍ୟବସ୍ଥା ସୁଧାରିବାରେ ଓଡିଶା ସରକାରଙ୍କ କୈାଣସି ଅସୁବିଧା ହେବା ସଂକ୍ରମଣ ସମୟରେ ଔଷଧ, ସଙ୍ଗରୋଧ ଶିବିର ଉପକରଣ, ମାସ୍କ, ପିପିଇ କିଟ୍ ୁର୍ନୀତି ହୋଇଥିଲା, ତାର ପୁନରାବୃତି ଯେପରି ନହୁଏ ସେଥିପ୍ରତି କରୋନା ମହାମାରୀ ସଂକଟ ସମୟରେ ଦେଶର ନେତୃତ୍ୱ ନେଉଥିବା ପ୍ରିୟୃଢ ନିଷ୍ପତି ଓ ତ୍ୱରିତ ପଦକ୍ଷେପ କାରଣରୁ ସେ ଆଜି ସମଗ୍ରବିଶେଷ ଭାବେ ଟିକା ପ୍ରସ୍ତୁତି ଓ ଯୋଗାଣରେ ଭାରତ ଆଜି ଜାତିସଂଘଠାରୁ ଆରମ୍ଭ କରି ବିେମାନଙ୍କଠାରେ ଫ୍ରଶଂସିତ ହେବା ସହ ସେମାନଙ୍କ ଆବଶ୍ୟକତାକୁ ଯଥା ସମ୍ଭବ ପୁରଣ କରିବାରେ ଲାଗି ପଡିଛି । ଭାରତରୋନ କାର୍ଯ୍ୟକ୍ରମ ଚାଲିଛି । ଏଭଳି ସଂକଟ ସମୟରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋକ୍ଷେପକୁ ସମର୍ଥନ କରିବା ପରିବର୍ତେ ଟିକା ଅଭାବର ଯେଉଁ ଅଯଥା ଆତଙ୍କ ରାଜ୍ୟ ସରକାର ସୃଷ୍ଟି÷ା ଗ୍ରହଣୀୟ ନୁହେଁ ବୋଲି ରାଜ୍ୟ ମୁଖପାତ୍ର ଶ୍ରୀ ସତ୍ୟବ୍ରତ ପଣ୍ଡା କହିଛନ୍ତି ।ବର୍ତମାନ ମାସିକ ୭ କୋଟି ଟିକା ଉତ୍ପାଦନ କ୍ଷମତାକୁ ୯ କୋଟିକୁ ବୃଦ୍ଧି କରିବା ପାଇଁ ମୋଭାରତ ବାୟୋଟେକ, ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ସମେତ ଆଉ ୩ଟି ରାଷ୍ଟ୍ରାୟତ ଟିକା ଉତ୍ପାନ ପ୍ରକ୍ରିୟାରେ ସାମିଲ କରାଯାଇଛି । ସେଗୁଡିକ ହେଲା; ମୁମ୍ବାଇର ହାଫକିନ ବାୟୋ-ଫାର୍ମସିଉଟିକାଲ୍ସ କର୍ପୋରେସନ,ର ଇଣ୍ଡିଆନ ଇମ୍ୟୁନଲୋଜିକାଲ ଲିମିଟେଡ ଓ ବୁଲନ୍ଦସହର ସ୍ଥିତ ଭାରତ ଇମ୍ୟୁନଲୋଜିକାଲ୍ସ ଆଣ୍ଡ ବାୟୋଲଜିକାଲପାଇଁ ଅଗ୍ରୀମ ହିସାବରେ ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆକୁ ୩୦୦୦ କୋଟି ଓ ଭାରତ୧୫୦୦ କୋଟି ଟଙ୍କା ପ୍ରଦାନ କରାଯାଇଛି । କୋଭାକ୍ସିନ ଟିକା ପ୍ରସ୍ତୁତ କରୁଥିବା ଭାରତ ବାୟୋଟେକବର୍ତମାନ ମାସିକ ୧ କୋଟି ମାତ୍ର ଟିକା ଉତ୍ପାଦନ କରୁଛି । ମେ-ଜୁନ ମାସରେ ୨ କୋଟି, ଜୁଲାଇଓ ସେପ୍ଟେମ୍ବର ସୁଦ୍ଧା ୧୦ କୋଟି ମାତ୍ରାକୁ ବୃଦ୍ଧି କରିବା ପାଇଁ ସମସ୍ତ ସରକାରୀ ପ୍ରୋତ୍ସାହନ ଯୋଗାଇକର୍ଣ୍ଣାଟକର ମାଲୁର ଓ ଗୁଜୁରାଟର ଅଙ୍କଲେଶ୍ୱରରେ ଥିବା ଭିତିଭୁମି ଉପେଯାଗ କରାଯିବ । ଗତ ମାର୍ଚ୍ଚ ୧୭ ତାରିଖରେ ଗଠିତନକ୍ରମେ ଏହି ପଦକ୍ଷେପ ନିଆଯାଇଛି । କୋଭିଡ ଟିକା ଯୋଗାଣ ଶୃଙ୍ଖଳକୁ ଆହୁରୁିଲନାଡୁର ଚେଙ୍ଗାଲପାଟୁସ୍ଥିତ ଇଂଟିଗ୍ରେଟେଡ ଭାକ୍ସିନ କମ୍ପେ୍ଲକ୍ସମଧ୍ୟ ନିଷ୍ପତି ନିଆଯାଇଛି ବୋଲି ଶ୍ରୀ ପଣ୍ଡା ସୁଚନା ଦେଇ କହିଛନ୍ତି । ୨୦୧୧ କଂଗ୍ରେସ ଶାସନ କାଳରେ ଘୋଷିତ ନ୍ୟାସନାଲ ଭ୍ୟାକ୍ସିନ ପଲିସିର ଘରୋଇ ସହଭାଗିତା ଆଳରେ ସମୁ୭ଟି ରାଷ୍ଟ୍ରାୟତ ଟିକା ଉତ୍ପାଦନକାରୀ ସଂସ୍ଥା ମଧ୍ୟରୁ ୩ଟିର ଲାଇସାନ୍ସ ରଦ୍ଦ କରିଏକ ଜନସ୍ୱାର୍ଥ ମାମଲାର ରାୟ ବଳରେ ମାନ୍ୟବର ସୁପ୍ରିମକୋର୍ଟ ଏହି ରଦ୍ଦ ନିଷ୍ପତିକୁ ପ୍ରତ୍ୟାହାର କରାଇଥିଲେ । ୨୦୧୭ମସିହାରେ ବିଜେପି ଶାସନ କାଳରେ ଘୋଷିତ ନ୍ୟାସନାଲ ହେଲ୍‌ଥ ପଲିସି ଆଜି ଗୁଣାତ୍ମକ ଟିକାସଂସ୍ଥାମାନଙ୍କ ମଧ୍ୟରେ ସୁସ୍ଥ ପ୍ରତିଯୋଗିତା କରାଇବାରେ ଉପଆସନ୍ତା ମେ ୧ ତାରିଖରୁ ୧୮ ବର୍ଷରୁ ଉର୍ଦ୍ଧ୍ୱ ସମସ୍ତ ଭାରତୀୟଙ୍କୁ କୋଭିଡ୍ ଟିକା ପ୍ରପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଘୋଷଣା କରିଛନ୍ତି ।ବିକ୍ରୟ ପାଇଁ ମଧ୍ୟ ପ୍ରଧାନମନ୍ତ୍ରୀ ନିଷ୍ପତି ନେଇଛନ୍ତି । ତେଣୁ ନିଜ ରାଜ୍ୟରେ ଟିକା ପ୍ରସରକାରଙ୍କ କୈାଣସି ଅସୁବିଧା ହେବା କଥା ନୁହେଁଔଷଧ, ସଙ୍ଗରୋଧ ଶିବିର ଉପକରଣ, ମାସ୍କ, ପିପିଇ କିଟ୍ ଖରିନହୁଏ ସେଥିପ୍ରତି ମୁଖ୍ୟମନ୍ତ୍ରୀ ଧ୍ୟାନ ଦେବେ ବୋଲି ଶ୍ରୀ ପଣ୍ଡା୨୦୧୧ କଂଗ୍ରେସ ଶାସନ କାଳରେ ଘୋଷିତ ନ୍ୟାସନାଲ ଭ୍ୟାକ୍ସିନ ପଲିସିର ଘରୋଇ ସହଭାଗିତା ଆଳରେ ସମୁଂସ୍ଥା ମଧ୍ୟରୁ ୩ଟିର ଲାଇସାନ୍ସ ରଦ୍ଦ କରିଦିଆଯାଇଥିଲା । ମାତ୍ର ୨୦୧୨ ମସିହାରେଏକ ଜନସ୍ୱାର୍ଥ ମାମଲାର ରାୟ ବଳରେ ମାନ୍ୟବର ସୁପ୍ରିମକୋର୍ଟ ଏହି ରଦ୍ଦ ନିଷ୍ପତିକୁ ପ୍ରତ୍ୟାହାର କରାଇଥିଲେ । ୨୦୧୭ମସିହାରେ ବିଜେପି ଶାସନ କାଳରେ ଘୋଷିତ ନ୍ୟାସନାଲ ହେଲ୍‌ଥ ପଲିସି ଆଜି ଗୁଣାତ୍ମକ ଟିକା େର ସୁସ୍ଥ ପ୍ରତିଯୋଗିତା କରାଇବାରେ ଉପଯୋଗୀ ପ୍ରମାଣିତ ହୋଇଛି ବୋଲି ଶ୍ରୀ ପଣ୍ଡା କହିଛନ୍ତି ।

ଆସନ୍ତା ମେ ୧ ତାରିଖରୁ ୧୮ ବର୍ଷରୁ ଉର୍ଦ୍ଧ୍ୱ ସମସ୍ତ ଭାରତୀୟଙ୍କୁ କୋଭିଡ୍ ଟିକା ପ୍ରି ଘୋଷଣା କରିଛନ୍ତି । ବର୍ତମାନ ସମୁଦାୟ ଟୀକା ଉତ୍ପାଦନର ୫୦ ପ୍ରତିଶତ ରାଜ୍ୟ ଓ ଖୋଲା ବଜାରରେ ପ୍ରଧାନମନ୍ତ୍ରୀ ନିଷ୍ପତି ନେଇଛନ୍ତି । ତେଣୁ ନିଜ ରାଜ୍ୟରେ ଟିକା ପ୍ରଦାନ ବ୍ୟବସ୍ଥା ସୁଧାରିବାରେ ଓଡିଶା ସରକାରଙ୍କ କୈାଣସି ଅସୁବିଧା ହେବା କଥା ନୁହେଁ ବୋଲି କହିବା ସହ କୋଭିଡ୍‌ର ପ୍ରଥମ ପର୍ଯ୍ୟାୟଔଷଧ, ସଙ୍ଗରୋଧ ଶିବିର ଉପକରଣ, ମାସ୍କ, ପିପିଇ କିଟ୍ ଖରିଦରେ ଯେଉଁ ଦୁର୍ନୀତି ହୋଇଥିଲା, ତାର ପୁନରାବୃତି ଯେପରିବେ ବୋଲି ଶ୍ରୀ ପଣ୍ଡା ଦୃଢ ଆଶା ବ୍ୟକ୍ତ କରିଛନ୍ତି ।

Spread the love