ନଈରୁ ୫ ଫୁଟ ଲମ୍ବର କୁମ୍ଭୀର ଉଦ୍ଧାର

ସୋର, ୧୬/୧୧: ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ରୂପଖଣ୍ଡ ଗ୍ରାମର ଏକ ନଇ ରୁ ପାଞ୍ଚ ଫୁଟ ଲମ୍ବର ଏକ କୁମ୍ଭୀର ଉଦ୍ଧାର ହୋଇଛି।  ଆଜି ସକାଳେ ଏହି ଗ୍ରାମର ମତ୍ସ୍ୟଜୀବୀମାନେ ନଈକୁ ମାଛ ମାରିବାକୁ ଯିବା ସମୟରେ କୁମ୍ଭୀର ଟିକୁ ଦେଖିଥିଲେ। ଏହାକୁ ନଇ ରୁ ଉଦ୍ଧାର କରି ଆରୁହାବାଡ଼ ବଜାରରେ ରଖିଛନ୍ତି। ଖବର ପାଇଁ ବନବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଂଚିଛନ୍ତି।

Spread the love