ପୂର୍ବତନ କଂଗ୍ରେସ ବିଧାୟକ ରାଜୀବ ଲୋଚନ ହୋତାଙ୍କ ପରଲୋକ

ବରଗଡ଼, ୨୭/୦୧: ବରଗଡ଼ର ପୂର୍ବତନ କଂଗ୍ରେସ ବିଧାୟକ ରାଜୀବ ଲୋଚନ ହୋତାଙ୍କ ୮୭ ବର୍ଷରେ ପରଲୋକ । ୧୯୮୦ ମସିହାରେ ଶ୍ରୀ ହୋତା ବିଜେପୁର ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ଦଳ ଟିକଟ ପାଇ ନିର୍ବଚନ ଲଢ଼ିଥିବା ବେଳେ ଏଥିରେ ବିଜୟଲାଭ କରି ବିଧାୟକ ହୋଇଥିଲେ । ଆଜି ତାଙ୍କ ବାସଭବନରେ ତେଙ୍କର ଦେହାନ୍ତ ହୋଇଛି ।

Spread the love