ଦେବଗଡରେ ବିଜେପିର ମରୁଡି ଅନୁଧ୍ୟାନକାରୀ ଟିମ୍, ବୁଲି ଦେଖିବେ ୩ଟି ବ୍ଲକ୍‌ର ବିଭିନ୍ନ ମରୁଡିଗ୍ରସ୍ତ ଅଞ୍ଚଳ

ଦେବଗଡ ୨୮।୮: ଦେବଗଡରେ ବିଜେପି ମରୁଡି ଅନୁଧ୍ୟାନକାରୀ ଟିମ୍ । ବିଜେପି ମୁଖ୍ୟ ସଚେତକ ମୋହନ ମାଝୀଙ୍କ ନେତୃତ୍ଵରେ ଆସିଛି ଏହି ଟିମ୍ । ଜିଲ୍ଲାର ତିନୋଟି ବ୍ଲକର ବିଭିନ୍ନ ମରୁଡିଗ୍ରସ୍ତ ଅଞ୍ଚଳ ବୁଲି ଦେଖିବେ ଏହି ଟିମ୍ । ଟିମ୍ ରେ ସୁନ୍ଦରଗଡ ବିଧାୟିକା କୁସୁମ ଟେଟେ, ଦେବଗଡ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ, ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସାଧାରଣ ସଂପାଦକ କାମାକ୍ଷାପ୍ରସାଦ ପ୍ରଧାନ, ସଂପାଦକ ଉପାଧ୍ୟାୟ ପାଣିଗ୍ରାହୀ ପ୍ରମୁଖ ରହିଛନ୍ତି ।

Spread the love