ନୂଆ ଡିଜିପି ହେବେ ସୁନୀଲ କୁମାର ବଂଶଲ

ଭୁବନେଶ୍ବର: ନୂଆ ଡିଜିପି ହେବେ ସୁନୀଲ କୁମାର ବଂଶଲ । ବଂଶଲଙ୍କୁ ନିଯୁକ୍ତି ଦେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଡିଜିପି ଅଭୟଙ୍କ କାର୍ଯ୍ୟକାଳ ସରିବା ପରେ ବଂଶଲ କାର୍ଯ୍ୟାଭାର ଗ୍ରହଣ କରିବେ ।

ସୂଚନାଯୋଗ୍ୟ, ଡିସେମ୍ବର ୩୧ ତାରିଖରେ ଡିଜିପି ଅଭିୟଙ୍କ କାର୍ଯ୍ୟକାଳ ସରୁଛି । ତାଙ୍କ ପରେ ଡିଜିପି ଦାୟିତ୍ବ ସମ୍ବାଳିବେ ସୁନୀଲ କୁମାର ବଂଶଲ । ୧୯୮୭ ବ୍ୟାଚର ଆଇପିଏସ ହେୁଛନ୍ତି ସୁନୀଲ କୁମାର । ଏବେ କେନ୍ଦ୍ରୀୟ ଗୁଇନ୍ଦା ବିଭାଗର ସ୍ବତନ୍ତ୍ର ନିର୍ଦ୍ଦେଶକ ଅଛନ୍ତି ସୁନୀଲ ।

Spread the love