ଆସନ୍ତାକାଲି କେନ୍ଦ୍ରମନ୍ତ୍ରୀଙ୍କ ଜୀବନୀ ପୁସ୍ତକ ଉନ୍ମୋଚନ ହେବ

ଭୁବନେଶ୍ୱର :  ଆସନ୍ତାକାଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜୀବନୀ ଉପରେ ଆଧାରିତ ପୁସ୍ତକ ଉନ୍ମୋଚନ ହେବ ! ଶ୍ରୀ ପ୍ରଧାନ ତାଙ୍କ ରାଜନୀତି, ଜୀବନନୀ ସମ୍ପର୍କରେ ସମସ୍ତ ତଥ୍ୟ ରହିଛି ଯାହା ଓଡ଼ିଶାବାସୀ ବହିଟିକୁ ଭଲ ପାଇବା ଦେବେ ବୋଲି ଆଶା କରାଯାଉଛି.

Spread the love