ଗୁଜୁରାଟରେ ଥିବା ଓଡ଼ିଆଙ୍କ ଉପଯୁକ୍ତ ଯତ୍ନନେବା ପାଇଁ ଆଶ୍ୱସ୍ତ କଲେ ଗୁଜୁରାଟ ମୁଖ୍ୟମନ୍ତ୍ରୀ – ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର, ୩୧/୦୩: କରୋନା ମହାମାରୀ ସମୟରେ  ଗୁଜୁରାଟରେ   ଅନେକ ଓଡ଼ିଆ ଶ୍ରମିକ ଫସି ରହିଛନ୍ତି। ଏହି  ପରିପେକ୍ଷିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପ।ନୀ ଙ୍କ ସହ କଥା ହୋଇଛନ୍ତି। ଏନେଇ ଶ୍ରୀ ପ୍ରଧାନ ଟୁଇଟ କରି କହିଛନ୍ତି ଯେ, ଗୁଜୁରାଟ ର ସୁରତ ସହରରେ ଫସି ରହିଥିବା ଓଡ଼ିଆଙ୍କ ବିଷୟରେ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣି ଙ୍କ ସହ କଥା ହେଲି।

ଶ୍ରୀ ରୂପାନୀ ଏହି ପ୍ରବାସୀ ଶ୍ରମିକ ମାନଙ୍କର ରହିବା ଖାଇବା , ସାମାଜକି ଦୂରତା,  ସହ ସ୍ୱାସ୍ଥ୍ୟ କଥା ଚିନ୍ତା କରିବା  ନେଇ ପ୍ରସ।ଶନ କୁ ନିର୍ଦେଶ ଦେଇଥିବା ଟୁଇଟ କରିଛନ୍ତି । ଗୁଜୁରାଟର ମୁଖ୍ୟମନ୍ତ୍ରୀ ଆଶ୍ୱସ୍ତ କରିଥିବା ଶ୍ରୀ ପ୍ରଧାନ ।

Spread the love