ଭିଡ଼ିଓ ଜାରିକରି କରୋନା ଉପରେ ସଚେତନତା କଲେ ଧର୍ମେନ୍ଦ୍ର ପ୍ରଧାନ

ଆମେ ସମସ୍ତେ ଶୃଙ୍ଖଳିତ ଓ ବ୍ୟବସ୍ଥିତ ହୋଇ ଲକ୍ ଡାଉନକୁ ସଫଳ କଲେ ହିଁ କରୋନାର ଉପଯୁକ୍ତ ମୁକାବିଲା କରିପାରିବା । ଲକ୍ ଡାଉନ୍ ସପ୍ତାହରୁ ଅଧିକ ସମୟ ଗଲାଣି । ପ୍ରଥମ ସପ୍ତାହରେ ଯାହା ଭୁଲ୍ ହୋଇଛି ତାହାର ପୁନରାବୃତ୍ତି ନକରି ଆଗାମୀ ଦୁଇ ସପ୍ତାହ ଯାଏଁ ଲକ୍ ଡାଉନକୁ କଠୋରତାର ସହ ପାଳନ କରି କେବଳ ନିଜ ଘରେ ରହିବା ପାଇଁ ଆସନ୍ତୁ ଆମେ ସମସ୍ତେ ସଂକଳ୍ପ କରିବା  …।

 

 

Spread the love