ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଅଣ୍ଡା ମାଡ଼ ଓ କଳାପତାକା ପ୍ରଦର୍ଶନ

ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଅଣ୍ଡା ମାଡ଼। ମମିତା ହତ୍ୟା ଘଟଣା ମାମଲାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ଅଣ୍ଡାମାଡ଼। କେସିଙ୍ଗା ଏନଏସି ଉଦଘାଟନ କାର୍ଯ୍ୟକ୍ରମରେ ଆସିଥିବାବେଳେ ବ୍ଳକ ସମ୍ମୁଖରେ ଅଣ୍ଡା ମାଡ଼ କଲେ କଂଗ୍ରେସ କର୍ମୀ। ଏହା ସହ କଳାପତାକା ପ୍ରଦର୍ଶନ କଲେ କଂଗ୍ରେସ କର୍ମୀ। ପୋଲିସ କର୍ଡନ ଭିତରେ ପଶି ବିରୋଧ କଲେ କର୍ମୀ।

Spread the love