ମହମ୍ମଦ ସମଦକୁ ଏନକାଉଣ୍ଟର
ସମ୍ବଲପୁର ; ସମ୍ବଲପୁରରେ ଏନକାଉଣ୍ଟର , ଧନୁପାଲି ଥାନା ଖଣ୍ଡୁଆଲ ନିକଟରେ ମହମ୍ମଦ ସମଦକୁ ଏନ କାଉଣ୍ଟର କଲା ସମ୍ବଲପୁର ପୋଲିସ , ଆଜି ଭୋର୍ ସକାଳୁ ଏନ କାଉଣ୍ଟର ହୋଇଥିବା ସୂଚନା , ହତ୍ୟା ଅଭିଯୋଗରେ ପୋଲିସର ଏନ କାଉଣ୍ଟର , ମହମ୍ମଦ ସମଦ୍ ଓ ତା ଭାଇ ମହମ୍ମଦ ୱାସିମ୍ ଆସଫ ଖାନ୍ କୁ ଆକ୍ରମଣ କରି ହତ୍ୟା କରିଥିଲେ , ଏନେଇ ସ୍ଵତନ୍ତ୍ର ଟିମ୍ ଗଠନ କରି ଆଜି ଏନ୍ କାଉଣ୍ଟର କରିଛି ପୋଲିସ
