ପ୍ରଥମାଷ୍ଟମୀରେ କିପରି କରିବେ ଏଣ୍ଡୁରି ପିଠା

ଆମର ଭାରତ ଦେଶ ଏହାର ଭିନ୍ନ ସଂସ୍କୃତି ଏବଂ ଖାଦ୍ୟ ପାଇଁ ପ୍ରସିଦ୍ଧ | ଏଠାରେ ଆପଣ ପ୍ରତ୍ୟେକ କୋଣରେ ଏକ ଭିନ୍ନ ସ୍ୱାଦର ଗନ୍ଧ ଦେଖିପାରିବେ | ଆଜି ଓଡ଼ିଶାରେ ଘରେ  ଘରେ ଏଣ୍ଡୁରି ପିଠା କରି ବଡ ପିଲାଙ୍କୁ ଖୁଆଇ ଥାନ୍ତି. ଆସନ୍ତୁ ଜାଣିବା କିପରି ପ୍ରସ୍ତୁତ କରିବା ଏଣ୍ଡୁରି ପିଠା…

ଆବଶ୍ୟକ ସାମଗୀ

– ଗୋଟିଏ ନଡ଼ିଆ, ଚିନି କିମ୍ବା ଗୁଡ଼ , ଅଧା ଚାମଚ ଖାଇବା ସୁଡା, କଦଳୀ ପତ୍ର,  ବିରି ଓ ଚାଉଳ

ପ୍ରସ୍ତୁତି : ଆପଣ ପ୍ରଥମେ ବିରି ଓ ଚାଉଳକୁ ପାଣିରେ ଭିଜେଇ ଦିଅନ୍ତୁ. ଅଧଘଣ୍ଟା ପରେ ତାକୁ ପେଶୀ ପେଷ୍ଟ ପ୍ରସ୍ତୁତ କରନ୍ତୁ. ଏହିପରେ ନଡ଼ିଆ ପୁର ପ୍ରସ୍ତୁତ କରନ୍ତୁ. ଏହା ସାରିବା ପରେ ପେଷ୍ଟରେ ଟିକେ ଲୁଣ, ଖାଇବା ସୁଡାକୁ ଭଲ ଭାବେ ଗୋଳେଇ ଦିଅନ୍ତୁ. ଏହା ପରେ ରଖିଥିବା ହଳଦୀ ପତ୍ରରେ ଅଳ୍ପ ପେଷ୍ଟ ଦେବା ପରେ ନଡ଼ିଆ ପୁରକୁ ଦେଇ ପତ୍ରକୁ ମୁଡ଼ି ଆଞ୍ଚରେ ବସାଇ ଦିଅନ୍ତୁ. 20ମିନିଟ ପରେ ତାକୁ ବାହାରକୁ କାଢି ଦିଅନ୍ତୁ. ଏବେ ପ୍ରସ୍ତୁତ ହୋଇଗଲା ଏଣ୍ଡୁରି ପିଠା.

Spread the love