ପୂର୍ବତନ ବିଏମସି କର୍ପୋରେଟରଙ୍କ ମୃତ୍ୟୁ

ବନେଶ୍ୱର ୧୮/୦୭: ପୂର୍ବତନ ବିଏମସି କର୍ପୋରେଟର ସମୀର ପ୍ରଧାନଙ୍କ ହୃଦଘାତ ଯୋଗୁଁ ମୃତ୍ୟୁ । ଏକ ଘରୋଇ ହସପିଟାଲରେ ତାଙ୍କର ମୃତ୍ୟୁ ହୋଇଛି । ଦୁଇ ଦିନ ତଳେ ତାଙ୍କର ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯଇଥିଲା । ଶେଷରେ ତାଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ୪୩ ବର୍ଷ ହୋଇଥିଲା । ସୂଚନା ଥଆଉକି, ୧୫ ନମ୍ବର୍ ୱାର୍ଡର ସ୍ଵାଧୀନ ପ୍ରାର୍ଥୀ ଭାବେ ପୂର୍ବରୁ ଜିତିଥିଲେ ।

Spread the love