ଆଜିଠାରୁ ରାଜ୍ୟରେ ସପ୍ଲିମେଣ୍ଟାରୀ ପରୀକ୍ଷା ଆରମ୍ଭ

କଟକ : ଆଜିଠାରୁ ରାଜ୍ୟରେ ସପ୍ଲିମେଣ୍ଟାରୀ ପରୀକ୍ଷା ଆରମ୍ଭ । ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ରାଜ୍ୟ ରେ ମୋଟ 98 ଟି କେନ୍ଦ୍ର କରାଯାଇଛି  ।  ଏହି 98ଟି କେନ୍ଦ୍ର ରେ ମୋଟ 3232 ପରୀକ୍ଷାର୍ଥୀ ପରୀକ୍ଷା ଦେବେ  ।  ଏହି ପରୀକ୍ଷା ଆଜି ଠାରୁ ଆରମ୍ଭ ହୋଇ  ଜୁଲାଇ 10 ପର୍ଯ୍ୟନ୍ତ ଚାଲିବ ।  ଏଥି ପାଇଁ ବୋର୍ଡ ପକ୍ଷରୁ ବ୍ୟାପକ ବ୍ୟବସ୍ତା କରାଯାଇଛି ।

Spread the love