ବଢ଼ିବ ଆଶା ଓ ଅଙ୍ଗନବାଡ଼ି କର୍ମୀଙ୍କ ଦରମା :ଫାଇଭ-ଟି

ବଢ଼ିବ ଆଶା ଓ ଅଙ୍ଗନବାଡ଼ି କର୍ମୀଙ୍କ ଦରମା । ନବରଙ୍ଗପୁରରେ ଫାଇଭ-ଟି ଅଧ୍ୟକ୍ଷଙ୍କ ବଡ଼ ଘୋଷଣା । ଏପରିକି କମ୍ୟୁନିଟି ସେଣ୍ଟର କର୍ମଚାରୀ ଓ ପାଚିକାଙ୍କ ଦରମା ମଧ୍ୟ ବଢ଼ିବ । ଏମବିକେ ଓ ସିଆରପିଙ୍କ ଦରମା ବୃଦ୍ଧି ପାଇଁ ସରକାର ବିଚାରବିମର୍ଶ କରୁଥିବା କହିଲେ ଭି.କେ ପାଣ୍ଡିଆନ୍ । ଖାଲି ଏତିକି ନୁହେଁ ମଧୁବାବୁ ପେନସନ ମଧ୍ୟ ବୃଦ୍ଧି କରିବେ ରାଜ୍ୟ ସରକାର । ଏନେଇ ଖୁବଶୀଘ୍ର ଘୋଷଣା କରିବେ ମୁଖ୍ୟମନ୍ତ୍ରୀ ବୋଲି ନବରଙ୍ଗପୁରରେ କହିଲେ ଫାଇଭ-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍ ।

Spread the love