ECGC ମାଧ୍ୟମରେ ଏକ୍ସପୋର୍ଟ ବ୍ୟବସାୟ ସହଜ

ଭୁବନେଶ୍ୱର, ୧୯/୦୩:  ଭାରତୀୟ ବ୍ୟବସାୟୀ ଙ୍କ ପାଇଁ ଖୁସି ଖବର। ବାହାର ଦେଶ ସହ ବ୍ୟବସାୟ କରୁଛନ୍ତି କି? ଆପଣଙ୍କ ପଇସା ବାହାର ଦେଶରେ ଫସି ଯାଇଛିକି ?  ତେବେ ଆଉ ଚିନ୍ତା ନାହିଁ। କାରଣ ଏବେ ecgc ମାଧ୍ୟମରେ  ବାହାର ଦେଶରେ ଫସି ଥିବା ଟଙ୍କା ଆଣି ହେବ।

ବାହାର ଦେଶର ଟଙ୍କା ଆସି ଆମ ଦେଶର ବିକାଶ ହେବାସହ  ବ୍ୟବସାୟ ମଧ୍ୟ ସହଜ ହୋଇପାରିବ।  ଏନେଇ RS EXIM indiaର ମୁଖ୍ୟ ସୁଶାନ୍ତ କୁମାର ଧନୀ ସୂଚନା ଦେଇଛନ୍ତି।

Spread the love