News ରାଜନୀତି ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ଫେସବୁକ ଆକାଉଣ୍ଟ ହ୍ୟାକ୍ December 18, 2023 Satya facebook-account-of-taraprasad-bahinipati-hijacked, Political ଜୟପୁର: ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ଫେସ୍ବୁକ୍ ପେଜ୍କୁ ହ୍ୟାକର୍ ହ୍ୟାକ୍ କରିଦେଇଛନ୍ତି। ଏନେଇ ଥାନାରେ ଏତଲା ଦେଇଥିବା ନେଇ ଫେସବୁକ୍ ରେ ସୂଚନା ଦେଇଛନ୍ତି ନିଜେ ବିଧାୟକ। Post Views: 1,037 Spread the love