ପୁଣି ଫିଟିଲା ଜାଲ ଶିକ୍ଷକଙ୍କ ଗୁମର

ଭଦ୍ରକ: ଚାକିରୀକୁ ୧୪ ବର୍ଷ ପୁରିବାକୁ ବସିଲାଣି ଫେଲ ପ୍ରମାଣ ପତ୍ର ଦେଇ। କଥାଟି କାନକୁ ଠିକ୍ ଶୁଭୁ ନଥିଲେ ମଧ୍ୟ ଏହିପରି ଏକ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଶିକ୍ଷାବିଭାଗ ଅର୍ନ୍ତଗତ ନିରାକାର ଉଚ୍ଚ ବିଦ୍ୟାଳୟ, ବିଣାପଦା ଠାରେ। ରାଜ୍ୟ ସରକାର ବିଭିନ୍ନ ପ୍ରକାର ଯୋଜନା ମାଧ୍ୟମରେ ରାଜ୍ୟ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ଚେଷ୍ଟିତ ହେଉଥିବା ବେଳେ ଜାଲ ପ୍ରମାଣ ପତ୍ର ଦେଇ ଶିକ୍ଷକତା କରୁଥିବା ଶିକ୍ଷକ ସରକାରଙ୍କ ଯୋଜନାକୁ କେତେ ସଫଳ କରିବେ ଏହା ପ୍ରଶ୍ନବାଚୀ ସୃଷ୍ଟି କରିଛି।

Spread the love