ଭ୍ୟାଲେଣ୍ଟାଇନ ଡେ ସପ୍ତାହରେ ରୋମଣ୍ଟିକ୍ ହେଲେ ଫରହାନ ଅଖତର

ଏବେ ପ୍ରେମର ସପ୍ତାହ ଚାଲିଛି । ପ୍ରିତିଦିନ ଗୋଟିଏ ଗୋଟିଏ ଡେ ସେଲିବ୍ରେସନ କରାଯାଉଛି ।  ବିଭିନ୍ନ ଉପାୟରେ ନିଜ ଗାର୍ଲଫ୍ରେଣ୍ଡଙ୍କୁ ମନାଇବା ପାଇଁ ଚେଷ୍ଟା କରୁଛନ୍ତି ପ୍ରମିକମାନେ । ସେହିପରି ବଲିଉଡ ଆକ୍ଟର ଏଥିରୁ ବାଦ ପଡିନାହାନ୍ତି ।

ଭ୍ୟାଲେଣ୍ଟାଇନ ଡେ ସପ୍ତାହରେ ରୋମଣ୍ଟିକ୍ ହୋଇଛନ୍ତି ଫରହାନ ଅକତର । ତାଙ୍କ ଗାର୍ସଫ୍ରେଣ୍ଡଙ୍କ ନାମରେ  ଏକ ପୋଷ୍ଟକରି ସୋସିଆଲ ମିଡିଆରେ ଅପଲୋଡ କରିଛନ୍ତି । ତାଙ୍କ ଫଲୋଅର୍ସଙ୍କୁ ଏହି ପୋଷ୍ଟଟି ଖୁବ ପସନ୍ଦ ଆସିଛି ।  

ଏବେ ସେ ଗାର୍ଲଫ୍ରେଣ୍ଡ ଶିବାନୀ ଦଣ୍ଡନେକରଙ୍କ ସହ ଥିବା ସମ୍ପର୍କକୁ ଅଫିସିଆଲ କରିଦେଇଛନ୍ତି । ସେ ତାଙ୍କ ଗାର୍ଲଫ୍ରେଣ୍ଡଙ୍କ ପାଇଁ ଲେଖିଛନ୍ତି ” तुम मुस्कुराओ जरा, च‍िराग जला दो जरा, अंधेरा हटा दो जरा, रोशनी फैला दो जरा.  “ ଏହାସହ ତାଙ୍କର କିଛି ଫଟୋ ମଧ୍ୟ ସୋସିଆଲ ମିଡିଆରେ  ଅପଲୋଡ କରିଛନ୍ତି ।

Spread the love