ନୂଆଦିଲ୍ଲୀ: ଆଜି ଦିନ ୧୧.୪୫ରେ ଦିଲ୍ଲୀ ‘ଏମ୍ସ୍’ର ‘ଇମର୍ଜେନ୍ସି ୱାର୍ଡ’ ନିକଟରେ ଅବସ୍ଥିତ ‘ଏଣ୍ଡୋସ୍କୋପି’ ରୁମ୍ରେ ଅଗ୍ନିକାଣ୍ଡ ଘଟିଥିବା କଥା ସମ୍ବାଦ ସରବରାହ ସଂସ୍ଥାନ ‘ଏଏନ୍ଆଇ’ ରିପୋର୍ଟ କରିଛି। ନିଆଁ ଲିଭାଇବା ପାଇଁ ଦିଲ୍ଲୀ ଅଗ୍ନିଶମ ସେବାର ୮ଟି ଦମକଳ ଘଟଣାସ୍ଥଳକୁ ପଠାଯାଇ ନିଆଁକୁ ଆୟତ୍ତ କରାଯାଇଛି।
Post Views: 979