ଅଗ୍ନିଶମ ସେବା ପାଇଁ ରାଜ୍ୟର ୨ଜଣଙ୍କୁ ସେବା ପଦକ

ନୂଆଦିଲ୍ଲୀ: ଅଗ୍ନିଶମ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଓଡ଼ିଶାରୁ ୨ଜଣଙ୍କୁ ଚଳିତ ବର୍ଷ ସ୍ବାଧୀନତା ଦିବସ ପାଳନ ଅବସରରେ ‘ଅଗ୍ନି ସେବା ପଦକ’ ମିଳିବ। ସେମାନେ ହେଉଛନ୍ତି ‘ଲିଡିଙ୍ଗ୍‌ ଫାୟର୍‌ମ୍ୟାନ୍‌’ ବିଜୟ ଚନ୍ଦ୍ର ପାତ୍ର ଏବଂ ‘ଡ୍ରାଇଭର୍‌ ହାବିଲ୍‌ଦାର’ ସର୍ବେଶ୍ବର ମିଶ୍ର।

Spread the love