କମ୍ୟୁନିଷ୍ଟ ମାସ୍କବାଦି ପାର୍ଟି ତରଫରୁ ଶହେ ବର୍ଷ ପୂର୍ଣ୍ଣ ଅବସରେ ପତାକା ଉତ୍ତୋଳନ

ସୋର,୧୯/୧୦/ ରଞ୍ଜିତ ମହାକୁଡ଼: ବାଲେଶ୍ଵର ଜିଲ୍ଲା ଔପଦା ବ୍ଲକ ବଡ଼ପୋଖରୀରେ ଶହେ ବର୍ଷ ପୂର୍ତ୍ତି ଅବସରେ ଔପଦା କମ୍ୟୁନିଷ୍ଟ ପାର୍ଟି ତରଫରୁ ପତାକା ଉତ୍ତୋଳନ କାର୍ଯ୍ୟକ୍ରମ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ କୃଷ୍ଣଚନ୍ଦ୍ର ଚଣ୍ଡ ସଭାପତିତ୍ୱ କରିଥିଲେ। କୈଳାସ ଚନ୍ଦ୍ର ବାରିକଙ୍କ ମତରେ ସରକାର ଆଗକୁ ମହାମାରୀ କରୋନା ପାଇଁ ଯେଉଁ ସବୁ ସରକାରୀ ସାହାର୍ଯ୍ୟ ସାରା ଓଡିଶା ବାସୀଙ୍କପାଇଁ ପହଞ୍ଚିବ ତାହା ଦୃଷ୍ଟି ଦେବାକୁ ଅନୁରୋଧ। ମହାମାରୀ କରୋନାକୁ ଦୃଷ୍ଟି ରେ ରଖି ସାମାଜିକ ଦୂରତା ରଖି ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଗୋବିନ୍ଦ ପ୍ରସାଦ ବାରିକ, ଗୌତମ ଜେନା ଏବଂ ମହେନ୍ଦ୍ର ମଲିକ ପ୍ରମୁଖ ଉପସ୍ଥିତ ରହିଥିଲେ ।

Spread the love