ସେକ୍ସ ପାଇଁ ଇଛା ନଥିଲେ ଖାଆନ୍ତୁ ଏହି ଫଳ…
ସେକ୍ସ ପାଇଁ ଇଛା ନଥିଲେ ଆପଣନ୍ତୁ ଏହି ଉପାୟ। ଅକ୍ସିଟୋସିନ୍ ବିଷୟରେ ତ ଆପଣ ନିଶ୍ଚୟ ଶୁଣିଥିବେ। ଏହାକୁ ଲଭ୍ ହରମୋନ୍, କଡଲ ହରମୋନ୍ ଓ ବଣ୍ଡିଂ ହରମୋନ୍ ମଧ୍ୟ କୁହାଯାଏ। ମନରେ ଭଲ ପାଇବା ସୃଷ୍ଟି କରିବାରେ ଏହି ହରମୋନ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ପ୍ରେମ ଜାଗ୍ରତ କରିବା ପାଇଁ ଲଭ୍ ହରମୋନ୍ କ୍ଷରଣ ହେବା ନିହାତି ଜରୁରୀ।
ଭିଟାମିନ୍ ଡି ଓ ଓମେଗା-୩ ଫ୍ୟାଟି ଏସିଡ୍ରେ ଭରପୂର ସେଲମନ୍ ଫିସ୍ ଖାଇବା ଦ୍ୱାରା ଅକ୍ସିଟୋସିନ୍ ସ୍ୱାଭାବିକ ଭାବେ ବୃଦ୍ଧି ପାଏ।ଲଭ୍ ହରମୋନ୍ କ୍ଷରଣ ପାଇଁ କମଳା ଜୁସ୍ ହେଉଛି ସବୁଠୁ ଭଲ ବିକଳ୍ପ। ଏଥିରେ ଭିଟାମିନ୍ ସି ଭରପୂର ମାତ୍ରାରେ ରହିଥାଏ, ଯାହା ଅକ୍ସିଟୋସିନ୍ ବୃଦ୍ଧି କରେ।
ଅକ୍ସିଟୋସିନ୍ ଲେବଲ ବୃଦ୍ଧି କରିବାରେ ଚିୟା ସିଡ୍ସ ବେଶ୍ ସହାୟକ ହୋଇଥାଏ।
ଲଭ୍ ହରମୋନ୍ ବୃଦ୍ଧି ପାଇଁ ଆପଣ ଡାର୍କ ଚକୋଲେଟ୍ ବି ଖାଇପାରିବେ।
କଫି ଓ ବ୍ରୋକଲି ମଧ୍ୟ ଲଭ୍ ହରମୋନ୍ ସୃଷ୍ଟି କରେ ଓ ବ୍ୟକ୍ତି ମନରେ ପ୍ରେମ ଭରିଦିଏ।