ଗୁଜରାଟରେ ଚାଲିଥିବା ଜାତୀୟ କ୍ରୀଡ଼ା ପ୍ରତିଯୋଗିତା ଫାଇନାଲରେ ଓଡ଼ିଶା ମହିଳା ଫୁଟବଲ ଟିମ୍‌

ଗୁଜରାଟରେ ଚାଲିଥିବା ୩୬ତମ ଜାତୀୟ କ୍ରୀଡ଼ା ପ୍ରତିଯୋଗିତା ଫାଇନାଲରେ ଓଡ଼ିଶା ମହିଳା ଫୁଟବଲ ଟିମ୍‌ । ଆଜି ସେମିଫାଇନାଲରେ ତାମିଲନାଡୁକୁ ୫-୨ ଗୋଲ୍‌ରେ ହରାଇଥିଲା । ଫାଇନାଲ୍‌ରେ ମଣିପୁରକୁ ଭେଟିବ ଓଡ଼ିଶା ମହିଳା ଫୁଟବଲ୍‌ ଟିମ୍‌ । ସେହିପରି ଓଡ଼ିଶା ମହିଳା ବିଚ୍‌ ଭଲିବଲ ଟିମ୍‌ ବ୍ରୋଞ୍ଜ ମେଡାଲ ପାଇଁ ତେଲେଙ୍ଗାନା ସହ ଖେଳିବ ।

Spread the love