ପରଲୋକରେ ତରୁଣ ଗୋଗଇ

କଂଗ୍ରେସର ବରିଷ୍ଠ ନେତା ଗୋଗଇ ଆସାମରେ ତିନି ଥର ମୁଖ୍ୟମନ୍ତ୍ରୀ ଥିଲେ। ୨୦୦୧ରେ ପ୍ରଥମ ଥର ପାଇଁ ଗୋଗଇ ଆସାମର ମୁଖ୍ୟମନ୍ତ୍ରୀ ହୋଇଥିଲେ। ଏହା ପରେ ୨୦୦୬ ଏବଂ ୨୦୧୧ରେ ଲଗାତାର ଭାବେ ୩ ଥର ପାଇଁ ସେ ମୁଖ୍ୟମନ୍ତ୍ରୀ ରହିଥିଲେ। ସର୍ବାଧିକ ସମୟ ଧରି ଆସାମର ମୁଖ୍ୟମନ୍ତ୍ରୀ ରହିବାର ରେକର୍ଡ ସୃଷ୍ଟି କରିପାରିଛନ୍ତି।

 

Spread the love