ପରଲୋକରେ ପୂର୍ବତନ ସାଂସଦ ଶିବାଜୀ ପଟ୍ଟନାୟକ

ଭୁବନେଶ୍ୱର, ୨୩/୦୫:  ବରିଷ୍ଠ ବାମପନ୍ଥୀ (CPI-M) ନେତା ଶିବାଜୀ ପଟ୍ଟନାୟକଙ୍କ ପରଲୋକ । ତାଙ୍କୁ ମୃତ୍ୟୁ ବେଳକୁ ୯୨ ବର୍ଷ ହୋଇଥିଲା । ଘରୋଇ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ସେ ଭୁବନେଶ୍ୱର ନିର୍ବାଚନ ମଣ୍ଡଳୀରୁ ଲଢ଼ି ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ୧୯୭୭, ୧୯୮୯ ଏବଂ ୧୯୯୧ରେ ନିର୍ବାଚନ ଜିତି ସେ ୩ଥର ଲୋକସଭାର ସଦସ୍ୟ ରହିଥିଲେ ।

Spread the love