ଗାଡ଼ିରେ ପ୍ରେସ୍ ଲେଖି ବୁଲୁଥିବା ବ୍ୟକ୍ତିଙ୍କୁ ଯାଞ୍ଚ କରିବ ପୋଲିସ୍: ସିପି

ଗଣମାଧ୍ୟମକୁ ଢାଲ କରି ବହୁ ବ୍ୟକ୍ତି କଟକ ଭୁବନେଶ୍ୱରରେ ଅପରାଧିକ କାର୍ଯ୍ୟକଳାପରେ ଲିପ୍ତ ରହୁଥିବା କଥା ସାମ୍ନାକୁ ଆସିଛି। ଏଭଳି ବ୍ୟକ୍ତିଙ୍କ ଉପରେ କଡ଼ା ନଜର ରଖିଛି ପୋଲିସ।ଗାଡ଼ିରେ ପ୍ରେସ ଲେଖି ବୁଲୁଥିବା ବ୍ୟକ୍ତିଙ୍କୁ ଯାଞ୍ଚ କରିବ ପୋଲିସ। ଏଥିପାଇଁ ଗଣମାଧ୍ୟମର ସହଯୋଗ ଲୋଡିଲେ ପୋଲିସ କମିଶନର।

Spread the love