ଗ୍ୟାଙ୍ଗଷ୍ଟର ହାଇଦରକୁ ଏନକାଉଣ୍ଟର

ଭୁବନେଶ୍ୱର, ୨୪/୭: ଗ୍ୟାଙ୍ଗଷ୍ଟର ହାଇଦର କୁ  ଏନକାଉଣ୍ଟର କରିଛି ପୋଲିସ। ଆଜି ଚୌଦ୍ୱାର ଜେଲରୁ ବାରିପଦା ନେବାବାଟରେ ଗୁଳି କରିଛି ପୋଲିସ। ବାଲେଶ୍ଵର ନିକଟରେ ଖସି ପକେଇବାକୁ ଚେଷ୍ଟା କଲାବେଳେ ପୋଲିସ ଗୁଳିକରିଥିବା ସୂଚନା ମିଳିଛି।

Spread the love