ରାତି ଅଧରେ ୩ ଛୁଆଙ୍କୁ କୂଅକୁ ଠେଲି ନିଜେ ଡେଇଁ ପଡ଼ିଲା ମା’: ଉଦ୍ଧାର ପରେ ପୁଣି ନିଜ ଜିଭ କାଟିଲା….

ଗଞ୍ଜାମ ଜିଲ୍ଲା ଶେରଗଡ଼ ଥାନା ଲାଉଗୁଡ଼ା ଗ୍ରାମରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏଠାରେ, ପାରିବାରିକ କଳହରୁ ୩ ଛୁଆଙ୍କୁ କୂଅକୁ ଫିଙ୍ଗି ନଜେ ବି କୂଅକୁ ଡେଇଁଛି ମା’। ଖାଲି ସେତିକି ନୁହେଁ, ଉଦ୍ଧାର ହେବା ପରେ ମା’ ନିଜ ଜିଭ କାଟି ଦେଇଛି। ତେବେ ସାନ ଝିଅ ଓ ପୁଅର ମୃତଦେହ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ। ମୃତକ ହେଲେ ଆଶିଷ ଗୌଡ଼ ଓ ଆଲିଶା ଗୌଡ଼। ଏଣେ ମା ରଶ୍ମିତା ଗୌଡ଼ ଓ ବଡ଼ ଝିଅ ଗୁଞ୍ଜନ ଗୌଡ଼ ଆହତ ହୋଇଥିବା ଜଣାଯାଇଛି।

Spread the love