କୋରିୟରରେ ଚାଲିଥିଲା ଗଞ୍ଜେଇ ଚାଲାଣ, ୨ ମାଫିଆଙ୍କୁ ଗିରଫ କଲା କମିଶନରେଟ୍ ପୋଲିସ

ଭୁବନେଶ୍ୱର, ୨୯ ।୦୮ : ଅଭିନବ ଉପାୟରେ ଗଞ୍ଜେଇ ଚାଲାଣ । ଗାଡି କିମ୍ବା ବାଇକରେ ନୁହେଁ କୋରିୟର ମାଧ୍ୟମରେ ଚାଲାଣ ହେଉଥିଲା ସବୁଜ ଜବତ । ପୋଲିସ ଏସବୁ ଗଞ୍ଜେଇକୁ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିଛି ।

ରାଜଧାନୀରୁ ପୁଣି ଗଞ୍ଜେଇ ମାଫିଆ ଗିରଫ । ଅଭିନବ ଉପାୟରେ ଦିଲ୍ଲୀକୁ ହେଉଥିଲା ଗଞ୍ଜେଇ ଚୋରା ଚାଲାଣ । ଭିଆରଏଲ କୋରିୟର ମାଧ୍ୟମରେ ଗଞ୍ଜେଇ ଚାଲାଣ ବେଳେ ଦିଲ୍ଲୀର ଦୁଇ ମାଫିଆଙ୍କୁ କମିଶନରେଟ୍ ପୋଲିସ ଗିରଫ କରିଛି  ।ମାଆ ମାଫ ମାଫିଆମାନେ କୋରିୟର ମାଧ୍ୟମରେ ଏହାକୁ ଚାଲାଣ କରୁଥିଲା ବେଳେ ଧରା ପଡିଛନ୍ତି ।

ପୋଲିସ କୋରିୟର ପ୍ୟାକେଟରୁ୪୫ କେଜି ଗଞ୍ଜେଇ ଜବତ କରିଛି । ସେମାନଙ୍କୁ କୋଚିଲେଇ ହାଟକୁ ଗିରଫ କରାଯାଇଥିବା ଜଣାପଡିଛି ।

Spread the love