ଗୌରହରି ଦାସ ପାଇବେ ଶାରଳା ପୁରସ୍କାର

ସୁଖ୍ୟାତ କଥାକାର ଗୌରହରି ଦାସ ପାଇବେ ଶାରଳା ପୁରସ୍କାର । ୪୩ତମ ଶାରଳା ପୁରସ୍କାର ପାଇବେ ଡ. ଗୌରହରି ଦାସ । ‘ବାଘ ଓ ଅନ୍ୟାନ୍ୟ ଗଳ୍ପ’ ପାଇଁ ପାଇବେ ଏହି ସମ୍ମାନ । ଅକ୍ଟୋବର ୨୬ରେ ପୁରସ୍କାର ସହ ୫ ଲକ୍ଷ ଅର୍ଥରାଶି ପ୍ରଦାନ କରାଯିବ । ୨୦୧୮ରେ ପ୍ରକାଶିତ ହୋଇଥିଲା ପୁସ୍ତକ ବାଘ ଓ ଅନ୍ୟାନ୍ୟ ଗଳ୍ପ । ସମ୍ବାଦର ଫିଚର ଏଡିଟର ଅଛନ୍ତି ଡ. ଗୌରହରି ଦାସ ।

Spread the love