ନିଜ ଜୀବନର ସମସ୍ତ କଷ୍ଟ ଲାଘବ କରିବା ପାଇଁ ଶ୍ରୀ କୃଷ୍ଣଙ୍କ ୭ଟି ମନ୍ତ୍ର ଉଚ୍ଚାରଣ କରନ୍ତୁ, ଦୂର ହେବ ସମସ୍ୟା

କୃଷ୍ଣ ଭଗବାନ ବିଷ୍ଣୁଙ୍କ ଅଷ୍ଟମ ଅବତାର ଭାବରେ ଜଣାଶୁଣା । ଶ୍ରୀକୃଷ୍ଣ ଙ୍କ ସାରା ବିଶ୍ୱରେ ରହିଛନ୍ତି, ସନାତନ ମାନ୍ୟତା ଅନୁସାରେ ଭଗବାନ ଶ୍ରୀକୃଷ୍ଣଙ୍କ ଲୀଳା ପଛରେ ସାରା ବ୍ରହ୍ମାଣ୍ଡ ରେ ବିଦିତ । ଯାହା ଆମ ସମସ୍ତଙ୍କ ପାଇଁ ପରିଚିତ । ମାନ୍ୟତା ରହିଛି ଯେ ଜୀବନର ସମସ୍ତ କଷ୍ଟ ଓ ଆର୍ଥିକ ଅନାଟନ ସହିତ ସମସ୍ତ ସମସ୍ୟା ଦୂର ହୋଇଥାଏ ।

– ପରିବାରର ସମସ୍ତ କଳହ ଓ କ୍ଳେଶ ଦୂର କରିବା ପାଇଁ ପ୍ରତିଦିନ ସକାଳୁ ସ୍ନାନ କରି ସାରିବା ପରେ ‘ କୃଷ୍ନାୟ ବାସୁଦେବାୟ ହରାୟେ ପରମାତ୍ମନେ , ପ୍ରଣତ କ୍ଳେଷନାଶୟ ଗୋବିନ୍ଦାୟ ନମୋ ନମଃ । ‘

– ଯଦି ବିବାହ ସମ୍ବନ୍ଧୀୟ ବିଭିନ୍ନ ସମସ୍ୟା ଦେଖାଦେଉଛି କିମ୍ବା ବିବାହ କାର୍ଯ୍ୟରେ ବିଳମ୍ବିତ ହେଉଛି ତେବେ ଏହି ଦିବ୍ୟ ମନ୍ତ୍ର ନିହାତି ପାଠ କରନ୍ତୁ ‘କ୍ଲିଙ୍ଗ କୃଷ୍ନାୟ ଗୋବିନ୍ଦାୟ ଗୋପୀଜନବଲ୍ଲଭାୟ ସ୍ୱାହା । ‘

– ଏହି ମନ୍ତ୍ରଟି ଶ୍ରୀକୃଷ୍ଣଙ୍କ ର ଗୋଟିଏ ମୂଳମନ୍ତ୍ର ଅଟେ, ଯାହାର ପ୍ରୟୋଗ ଦ୍ୱାରା ବ୍ୟକ୍ତି ଧନ ପ୍ରାପ୍ତି କରିଥାଏ । ଏହା ବ୍ୟତୀତ ପରିବାରରେ ସୁଖର ବର୍ଷା ହୋଇଥାଏ । ‘ ଶ୍ରୀ କୄଙ୍ଗ କୃଷ୍ଣ ଆକୃଷ୍ଣlୟ ନମଃ ।

Spread the love