ଶରୀରର ମୋଟାପଣ କମାଇବ ପିଜୁଳି ପତ୍ର

କୋଲେଷ୍ଟ୍ରୋଲକୁ କମ୍‌ ଏଥିରେ ଆଇରନ, ମ୍ୟାଗ୍ନେସିୟମ, ଭିଟାମିନ ସି, ବି, କ୍ୟାଲସିୟମ, ପୋଟାସିୟମ, ପ୍ରୋଟିନ ଆଦି ଭରି ରହିଛି। ଆଜି ଆମେ ଆପଣଙ୍କୁ କହିବୁ, ପିଜୁଳି ପତ୍ର ମୋଟାପଣ ସମସ୍ୟାକୁ କିପରି ଦୂର କରି ପାରିବ।

ପିଜୁଳି ପତ୍ରକୁ ଭଲ ଭାବରେ ଧୋଇ ପାଣିରେ ସିଝାନ୍ତୁ। ଏବେ ଏହି ପାଣିକୁ ଛାଣି ଏକ ଗ୍ଲାସ୍‌ରେ ଭର୍ତ୍ତି କରନ୍ତୁ। ବର୍ତ୍ତମାନ ଏହି ମିଶ୍ରଣକୁ ଖାଲି ପେଟରେ ସେବନ କରନ୍ତୁ।

ଗ୍ୟାଷ୍ଟ୍ରିକ୍‌ ଅଲସରରୁ ମୁକ୍ତି ପାଇବା ପାଇଁ ପିଜୁଳି ପତ୍ର ସେବନ କରନ୍ତୁ।

ଡାଇବେଟିସ୍‌ ରୋଗୀ ପିଜୁଳି ପତ୍ରର କାଢା ପିଇ ଏହି ସମସ୍ୟାରୁ ମୁକ୍ତି ପାଇ ପାରିବେ।

 ପିଜୁଳି ପତ୍ର ସେବନ ଦ୍ୱାରା  କୋଲେଷ୍ଟ୍ରୋଲ କମ ହୋଇଥାଏ।

ହଜମ ପ୍ରକ୍ରିୟାକୁ ଠିକ୍‌ ରଖିବା ପାଇଁ ପିଜୁଳି ପତ୍ର ଚୋବାଇ ଖାଆନ୍ତୁ।

ଆଣ୍ଟି ଆଲର୍ଜିକ ଗୁଣରେ ଭରପୂର ପିଜୁଳି ପତ୍ର କୁଣ୍ଡାଇ ହେବା ଏବଂ ଆଲର୍ଜି ଭଳି ସମସ୍ୟାରୁ ମୁକ୍ତି ଦେଇ ପାରିବ।କିନ୍ତୁ ପିଜୁଳିର ବାସି ପତ୍ର ସେବନ କରିବା ଉଚିତ ନୁହେଁ।ଗର୍ଭବତୀ ମହିଳା କିମ୍ବା ସ୍ତନପାନ କରାଉଥିବା ମହିଳା ଡାକ୍ତରଙ୍କ ପରାମର୍ଶରେ ହିଁ ପିଜୁଳି ପତ୍ର ସେବନ କରିବା ଉଚିତ

Spread the love