କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ବିରୋଧରେ ଯୌନ ଶୋଷଣ ମାମଲା : ତଦନ୍ତ ପାଇଁ କୋଲକତା ଗଲା କମିଶନରେଟ ପୋଲିସର ଟିମ୍

କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ବିରୋଧରେ ଯୌନ ଶୋଷଣ ମାମଲା । ତଦନ୍ତ ପାଇଁ କୋଲକତା ଗଲା କମିଶନରେଟ ପୋଲିସର ଟିମ୍ । ୪ ଜଟିଆ ଟିମରେ ଅଛନ୍ତି ସ୍କ୍ୱାର୍ଡରେ ସଦସ୍ୟ ଓ ମହିଳା ଥାନା ସଦସ୍ୟ । ଯୁବତୀଙ୍କ ଅଭିଯୋଗ ପରେ ସୌରିନଙ୍କ ସିଡିଏ ସ୍ଥିତ ଭଡ଼ା ଘର ବନ୍ଦ ରହିଛି । ଏପରିକି ମୋବାଇଲ ମଧ୍ୟ ରହିଛି ସ୍ୱିଜ୍ ଅଫ । କଲିକତାରେ ସୌରିନଙ୍କ ସ୍ଥାୟୀ ବାସଭବନ ରହିଛି ତଦନ୍ତ ପାଇଁ କୋଲକତା ଯାଇଛି ପୋଲିସ ।

Spread the love