ସ୍ୱପ୍ନା ପତି ଫାଉଣ୍ଡେସନ ପକ୍ଷରୁ ହର୍ବଲ ହୋଲି ଉତ୍ସବ ପାଳିତ

 ଭୁବନେଶ୍ୱର: ରଙ୍ଗର ପର୍ବ ହୋଲି। ଏହି ଅବସରରେ ସ୍ୱପ୍ନା ପତି ଫାଉଣ୍ଡେସନ ପକ୍ଷରୁ ହୋଲି ଉତ୍ସବ ପାଳିତ ହୋଇଛି । ଭୁବନେଶ୍ୱର ସ୍ଥିତ ହୋଟେଲ କଳିଙ୍ଗ ଅଶୋକରେ ରଙ୍ଗର ପର୍ବ ହୋଲିକୁ ଧୁମଧାମରେ ପାଳନ କରିଛନ୍ତି ସ୍ୱପ୍ନା ଫାଉଣ୍ଡେସନ ସଦସ୍ୟ ।

ଏହି ଉତ୍ସବରେ ବଲିଉଡ୍ ଅଭିନେତ୍ରୀ ଅମ୍ରିତା ରାଓ ସାମିଲ ହୋଇଥିଲେ। ତାଙ୍କ ସହ ଅନେକ କଳାକାର ସାମିଲ ହୋଇଥିଲେ।  ଦୀର୍ଘ ୧୨ ବର୍ଷ ଧରି ସ୍ୱପ୍ନା ପତି ଫାଉଣ୍ଡେସନ ପକ୍ଷରୁ ଦେଶର ବିଭିନ୍ନ ସ୍ଥାନରେ ପାଳନ କରାଯାଉଛି।

Spread the love