ଏନବିଡବ୍ଲୁ ମାମଲା: କୋର୍ଟରେ ହାଜର ପରେ ଅନୁଭବଙ୍କ ନାଁରେ ଚାର୍ଜଫ୍ରେମ

ଭୁବନେଶ୍ବର: ଏନବିଡବ୍ଲୁ ମାମଲାରେ ହାଜରହେଲେ ଅନୁଭବ ମହାନ୍ତି । ସ୍ୱତନ୍ତ୍ର କୋର୍ଟରେ ହାଜର ହୋଇଛନ୍ତି ଅନଭବ। କୋର୍ଟରେ ହାଜର ପରେ ଅନୁଭବଙ୍କ ନାଁରେ ଚାର୍ଜଫ୍ରେମ । ଅନୁଭବ ଓ ତାଙ୍କ ଦୁଇ ସହଯୋଗୀଙ୍କ ନାଁରେ ଚାର୍ଜଫ୍ରେମ ହୋଇଛି । ପୁରୀ ଘାଟ ଥାନା ମାମଲାରେ ଚାର୍ଜଫ୍ରେମ ସୂଚନା । ବର୍ଷା ପ୍ରିୟଦର୍ଶୀନିଙ୍କ ଏତଲା ଆଧାରରେ ଅନୁଭବଙ୍କ ନାଁରେ ଚାର୍ଜଫ୍ରେମ ହୋଇଥିଲା । ବାରମ୍ବାର ସମନ ସତ୍ତେ୍ୱ ହାଜର ନହେବାରୁ ତାଙ୍କ ନାଁରେ ଏନବିଡବ୍ଲୁ ଜାରି ହୋଇଥିଲା ।

Spread the love