ଗୋଟିଏ ରାତିରେ ତ୍ୱଚାରୁ ହଟିଯିବ ସବୁ ଦାଗ, ଆପ୍ଲାଏ କରନ୍ତୁ ଏହି ଉପାୟ

ତ୍ୱଚାକୁ ନେଇ ସମସ୍ତେ ସବୁବେଳେ ସମସ୍ତେ ସତର୍କ ରହିଥାନ୍ତି । ଏହା ସୁନ୍ଦର ଦେଖାଯିବା ପାଇଁ ପ୍ରାୟ ସମସ୍ତେ କିଛି ନା କିଛି ଉପାୟ ବାଛିଥାନ୍ତି। ତେବେ ବାହାର କ୍ରିମ ହେଉ କିମ୍ବା ଘରୋଇ ଉପାୟ ତାହା ସବୁ ପ୍ରକାରର ତ୍ୱଚା ପାଇଁ ସମାନ ନଥାଏ। ତେଲିଆ ଯୁକ୍ତ ତ୍ୱଚା ପାଇଁ ଯେଉଁ ଉପାୟ ମୁହଁରେ ଆପ୍ଲାଏ କରାଯାଏ। ତାର ସମ୍ପୂର୍ଣ୍ଣ ବୀପରିତ ଉପାୟ ଡ୍ରାଏ ସ୍କିନ ପାଇଁ ଆବଶ୍ୟକ ହୋଇଥାଏ।

ଯଦି ଆପଣ ନିଜ ତ୍ୱଚାକୁ ନେଇ ଚିନ୍ତାରେ ଅଛନ୍ତି ତେବେ ଆଉ ବେଶି କିଛି ଭାବନ୍ତୁ ନାହିଁ। ବିଶେଷ କରି ଶୀତ ଦିନରେ ଡ୍ରାଏ ସ୍କିନ ପାଇଁ ଚିନ୍ତା ବଢ଼ିଯାଇଥାଏ। ଶୁଷ୍କ ଜଳବାୟୁ ସହିତ ତ୍ୱଚା ମଧ୍ୟ ଆହୁରି ଶୁଷ୍କ ହୋଇଯାଏ । ତେଣୁ ଆଜି ଆମେ ଏଥିପାଇଁ କିଛି ଜରୁରୀ ଟିପ୍ସ କହିବୁ ଯାହାକୁ ଆପଣ ନିଜ ତ୍ୱଚାରେ ଆପ୍ଲାଏ କରିପାରିବେ। ଏହାସହ ଆପଣଙ୍କୁ ଭଲ ଫାଇଦା ମିଳିବ।

ଯଦି ଆପଣଙ୍କ ତ୍ୱଚାରେ ପିମ୍ପଲସ୍‌ କିମ୍ବା ଅନ୍ୟ କୌଣସି ଦାଗ ସମସ୍ୟା ରହିଛି। ତେବେ ଏହି ଖବର ଆପଣଙ୍କ ସମସ୍ୟାକୁ ତୁରନ୍ତ ଦୂର କରିବ। ହେଲ୍ଥ ଏକ୍ସପର୍ଟଙ୍କ କହିବା ଅନୁଯାୟୀ, ଖରାପ ଜୀବନଶୈଳୀ, ଭୁଲ ଖାଦ୍ୟ ଗ୍ରହଣ, ପ୍ରଦୂଷଣ ମାତ୍ରା ବୃଦ୍ଧି ଏବଂ ଧୂଳି ମାଟି ଆଦିର ସମ୍ପର୍କରେ ଆସିବା ପରେ ସ୍କିନ ଉପରେ ଖରାପ ପ୍ରଭାବ ପକାଇଥାଏ । ଯାହା ପରେ ପିମ୍ପଲସ୍‌ ଆଦି ଦାଗ ସମସ୍ୟା ଆରମ୍ଭ ହୁଏ। ତେବେ ଏହା ସାଧାରଣ ସମସ୍ୟା ହେଲେ ବି ଏହା ମୁହଁକୁ ଖରାପ କରିଥାଏ। ତେବେ ଏହାକୁ ଲୁଚାଇବା ପାଇଁ ଅନେକ ଫାଉଣ୍ଡେସନର ବ୍ୟବହାର କରିଥାନ୍ତି। ଯାହାପରେ ମୁହଁରେ ଆହୁରି ଖରାପ ପ୍ରଭାବ ପଡେ । ତେବେ ଏଥିପାଇଁ କିଛି ହୋମ ରିମେଡିକୁ ମାନନ୍ତୁ। ଯାହା ଗୋଟିଏ ରାତି ଭିତରେ ଆପଣଙ୍କ ପିମ୍ପଲ ସମସ୍ୟାକୁ ଦୂର କରିଦେବ ।

Spread the love