ଦର୍ଶକ ଓ ହକି ପ୍ରେମୀଙ୍କ ସୁବିଧା ପାଇଁ ନୂଆ ହେଲ୍‌ପ ଲାଇନ ନମ୍ବର ଜାରି କଲା ଭୁବନେଶ୍ୱର ପୋଲିସ

ହକି ବିଶ୍ୱକପ୍‌ ପାଇଁ ପ୍ରସ୍ତୁତ ହେଉଛି ଭୁବନେଶ୍ୱର ପୋଲିସ । ଦର୍ଶକ ଓ ହକି ପ୍ରେମୀଙ୍କ ସୁବିଧା ପାଇଁ ନୂଆ ହେଲ୍‌ପ ଲାଇନ ନମ୍ବର ଜାରି କରିଛି ଭୁବନେଶ୍ୱର ପୋଲିସ। ୭୩୭୭୭୭୦୦୭୦ ନମ୍ବର ଜାରି କରାଯାଇଛି। କେଉଁଠି ପାର୍କିଂ ଲୋକେସନ ରହିଛି, ମ୍ୟାଚ୍‌ ଅପଡେଟ୍‌ ଓ ସମୟ ଏବଂ ଟିକେଟ ବୁକିଂ ନେଇ ଏ ସମସ୍ତ ତଥ୍ୟ ଏହି ନମ୍ବରରୁ ମିଳି ପାରିବ।

Spread the love